8 ଦିନେକ୍ ଜିକରିୟ ନିଜର୍ ଦଲର୍ ପାଲି ଇସାବେ, ଜିଉଦିମନର୍ ମନ୍ଦିରେ ପୁଜାରି କାମ୍ କର୍ବାବେଲେ,
ଜିଉଦା ଦେସର୍ ରାଜା ଏରଦର୍ ବେଲେ, ଅବିୟ ପୁଜାରି ଦଲେ ଜିକରିୟ ନାଉଁର୍ ଗଟେକ୍ ପୁଜାରି ରଇଲା । ତାର୍ ମାଇଜି ଏଲିସାବେତ୍ । ସେ ଆରଣ୍ ବଁସର୍ ରଇଲା ।
ମାତର୍ ସେମନ୍କେ ପିଲାଜିଲା ନ ରଇଲା । କାଇକେ ବଇଲେ ଏଲିସାବେତ୍ ବାଞ୍ଜି ରଇଲା । ଆରି ସେମନ୍ ଡକ୍ରା ଡକ୍ରି ଅଇଜାଇରଇଲାଇ ।