72 ଜେନ୍ତି ସେ ଆମର୍ ଆନିଦାଦିମନର୍ପାଇ ଦୟା ଦେକାଇଆଚେ, ଆରି ସେମନର୍ ସଙ୍ଗ୍ କରିରଇବା ନିଜର୍ ସୁକଲ୍ ନିୟମ୍ ଏତାଇ ଆଚେ,
ସୁବ୍ କବର୍ ବିସ୍ବାସ୍ ନ କରି ଜିଉଦିମନ୍ ପର୍ମେସରର୍ ସତ୍ରୁ ଅଇଗାଲାଇ । ଏନ୍ତାରି ଅଇଲାକେ ତମେ ଜିଉଦି ନ ଅଇଲା ଲକ୍ମନ୍ ମୁକ୍ତି ପାଇଲାସ୍ । ଏନ୍ତାରି ଅଇଲେମିସା ପର୍ମେସର୍ ଜନ୍ କାତା ତାକର୍ ଆନିଦାଦିମନ୍କେ ଦେଇରଇଲା, ଆରି ସେମନ୍ ତାର୍ ବାଚିରଇବା ଲକ୍ମନ୍ ଅଇଲାକେ ମିସା, ସେମନ୍ ତାର୍ ଲକ୍ ଅଇଆଚତ୍ ।
କାଇକେବଇଲେ ସେମନ୍ ପରମେସରର୍ ଲକ୍ । ପରମେସର୍ ସେମନ୍କେ ନିଜର୍ ପିଲା କରି ବାଚିଆଚେ । ସେ ସେମନର୍ ଲଗେ ନିଜର୍ ଡାକ୍ପୁଟା ଦେକାଇରଇଲା । ସେମନର୍ ସଙ୍ଗ୍ ରାଜିନାମା କରି ସେମନ୍କେ ନିୟମ୍ ଦେଇରଇଲା । ସେମନ୍ ସତଇସେ ପାର୍ତନା କର୍ବାଇ । ସେମନ୍କେ ପରମେସର୍ କାତା ଦେଇରଇଲା ।