63 ସେଡ୍କିବେଲେ ଜିକରିୟ ଲକ୍ମନ୍କେ ଗଟେକ୍ ଲେକ୍ବା ପାଟା ମାଙ୍ଗ୍ଲା ଆରି “ଏଦେ ଦେକା ! ତାର୍ ନାଉଁ ଜଅନ୍ !” ବଲି ଲେକ୍ଲା । ତେଇ ସବୁଲକ୍ କାବା ଅଇଗାଲାଇ ।
ଜିସୁ ଏଟା ସୁନି କାବା ଅଇଗାଲା, ଆରି ତାର୍ ସଙ୍ଗ୍ ଆଇବା ଲକ୍ମନ୍କେ କଇଲା, “ମୁଇ ସତ୍ କଇଲିନି, ଇସ୍ରାଏଲ୍ ବିତ୍ରେ କନ୍ ଲକର୍ଟାନେ ମିସା ଏ ଲକର୍ ପାରା ବିସ୍ବାସ୍ ମୁଇ ଦେକିନାଇ ।
ମାତର୍ ଦୁତ୍ ତାକେ କଇଲା, “ଜିକରିୟ ଡର୍ନାଇ, କାଇକେବଇଲେ ତମେ ଗୁଆରି କଲାଟା ପର୍ମେସର୍ ସୁନିଆଚେ । ତର୍ ମାଇଜି ଏଲିସାବେତ୍ ଗଟେକ୍ ପିଲା ଜନମ୍ ଦେଇସି । ତମେ ତାକେ ଜଅନ୍ ବଲି ନାଉଁ ଦିଆସ୍ ।
ମାତର୍ ଏଲିସାବେତ୍ କଇଲା, “ନାଇ ତାର୍ ନାଉଁ ଜଅନ ଦିଆ ଅ ।”