50 ଆରି ଜନ୍ ଲକ୍ମନ୍ ତାକେ ଡରିକରି ରଇବାଇ, ଜୁଗେ ଜୁଗେ ସେ ସେମନ୍କେ ଦୟା କର୍ସି ।
କାଇକେବଇଲେ ସବୁର୍ଟାନେଅନି ବପୁର୍ ମାପ୍ରୁ, ମର୍ପାଇ କାବାଅଇଜିବା କାମ୍ କଲାଆଚେ, ତାର୍ ନାଉଁ ସୁକଲ୍ ।
ତାର୍ପଚେ ବସ୍ବା ଜାଗାଇଅନି ଗଟେକ୍ ସବଦ୍ ଆଇଲା । ସେଟା ଏନ୍ତାରି କଇଲା, “ଆମର୍ ପର୍ମେସର୍କେ ଜୁଆର୍ କରା । ତାର୍ ଦାଙ୍ଗ୍ଡାମନ୍, ଆକେ ନାମ୍ବା ଜେତ୍କି ସବୁ ବଡ୍ସାନ୍ ଲକ୍ମନ୍ ତାକେ ଜୁଆର୍କରା ।”