44 କାଇକେବଇଲେ, ଦେକ୍, ତୁଇ ଜୁଆର୍କଲାଟା ସୁନ୍ଲା ଦାପ୍ରେ ମର୍ ଗରବର୍ ପିଲା ସାର୍ଦା ଅଇ ଡେଗଇଲା ।
ମରିୟମ୍ ଜୁଆର୍କଲାଟା ସୁନ୍ଲା ଦାପ୍ରେ ଏଲିସାବେତର୍ ଗର୍ବେ, ପିଲା ସାର୍ଦା ଅଇ ଡେଗଇଲା ଆରି ଏଲିସାବେତ୍ ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇଲା ।
ମୁଇ କେ ଜେ ମର୍ ମାପ୍ରୁର୍ ମାଆ, ମକେ ଦେକ୍ବାର୍ ଆଇଲା ଆଚେ ?
ଜେ ବିସ୍ବାସ୍ କର୍ସି ତାର୍ କେଡେକ୍ ନିମାନ୍ କରମ୍, କାଇକେବଇଲେ ମାପ୍ରୁ ତାକେ ଜାଇଜାଇଟା କୁଆଅଇଲାଆଚେ, ସେ ସବୁଜାକ ଅଇସି ଆକା ।”
ସେ ଦିନେ ସାର୍ଦା ଅଇ ନାଟ୍ କର୍ସା । କାଇକେବଇଲେ ଦେକା, ସର୍ଗେ ତମର୍ ପୁରୁସ୍କାର୍ ଅଦିକ୍ ଆରି ସେନ୍ତାରି ତା ସେମନର୍ ଆନିଦାଦିମନ୍, ବବିସତ୍ବକ୍ତାମନ୍କେ କର୍ତେରଇଲାଇ ।