38 ତେଇ ମରିୟମ୍ କଇଲା, “ଦେକା, ମୁଇ ଗଟେକ୍ ମାପ୍ରୁର୍ ଦାସି, ତମେ କଇବା ଇସାବେ ମକେ ଅ ।” ତାର୍ପଚେ ଦୁତ୍ ତାର୍ଟାନେଅନି ଉଟିଗାଲା ।
କାଇକେବଇଲେ ପର୍ମେସରର୍ଟାନେ କାଇଟା ମିସା ନ ଅଇବା କାମ୍ ନାଇ, ବଲି କଇଲା ।
ସେଡ୍କିବେଲେ ମରିୟମ୍ ବାରଇକରି ଜିଉଦା ରାଇଜର୍ ଡଙ୍ଗର୍ ଜାଗାର୍ ଗଟେକ୍ ନଅରେ ଉଟିଗାଲା ।
କାଇକେବଇଲେ ସେ ମର୍ପାରା କାକୁର୍ତିଆନିକେ ନିଜର୍ ଗତିଦାଙ୍ଗ୍ଡି ବଲି ଏତାଇଲା ଆଚେ । ଆରି ଦେକା ଆଜିଅନି କାଲ୍କାଲ୍ ଜୁଗ୍ଜୁଗ୍, ସବୁ ଲକ୍ ମକେ ପର୍ମେସରର୍ ତେଇଅନି ଆସିର୍ବାଦ୍ ମିଲ୍ଲା ଲକ୍ ବଲି କଇବାଇ ।
ଅବ୍ରାଆମ୍କେ ଦୁଇଟା ପଅ ରଇଲାଇ । ଗଟେକ୍ ତାର୍ ଗରେ ପାଇଟି କର୍ବା କୁଲିଆର୍ନିର୍ଟା, ଆରି ଗଟେକ୍ ତାର୍ ନିଜର୍ ବିବାଇ ମାଇଜିର୍ଟା । କାଇକେବଇଲେ ଲେକା ଆଚେ,