24 ଏତ୍କି ଅଇ କେତେକ୍ ଦିନ୍ ଗାଲା ପଚେ ତାର୍ ମାଇଜି ଏଲିସାବେତ୍ ଗାଗ୍ଡେ ଅଇଲା ଆରି ସେ ପାଁଚ୍ ମାସ୍ ଜାକ କାକେ ନ ଜାନାଇ ଗରେସେ ରଇଲା ।
ଜିକରିୟ ତାର୍ ସେବା କର୍ବା ପାଲି ଦିନ୍ ସବୁ ସାର୍ଲା ପଚେ ତାର୍ ଗରେ ଉଟିଗାଲା ।
ତାର୍ପଚେ ଏଲିସାବେତ୍ କଇଲା, “ଲକ୍ମନର୍ ଜେଞ୍ଜେଟ୍ କର୍ବାଟା ଦୁର୍ କର୍ବାକେ ସାରାସାରି ମକେ ଦୟା କରି ମାପ୍ରୁ ଏନ୍ତାରି କଲାଆଚେ ।”
ଜିଉଦା ଦେସର୍ ରାଜା ଏରଦର୍ ବେଲେ, ଅବିୟ ପୁଜାରି ଦଲେ ଜିକରିୟ ନାଉଁର୍ ଗଟେକ୍ ପୁଜାରି ରଇଲା । ତାର୍ ମାଇଜି ଏଲିସାବେତ୍ । ସେ ଆରଣ୍ ବଁସର୍ ରଇଲା ।
ସାର୍ଦାର୍ ତିଅପିଲ୍, ମର୍ ପର୍ତୁମ୍ ଲେକିରଇବା ଲୁକ୍ବଇଟାନେ ଆରାମେଅନି, ପର୍ମେସର୍ ତାକେ ସର୍ଗେ ନେବା ଦିନ୍ ଜାକ, ଜିସୁ କରିରଇବା ଆରି ସିକାଇରଇବା ସବୁ ବିସଇ ଲେକିରଇଲି ।