16 ଆରି ଇସ୍ରାଏଲ୍ ଲକ୍ମନର୍ ବିତ୍ରେ ଅନି କେତେ କେତେ ଲକ୍ମନ୍କେ ମାପ୍ରୁ ତାର୍ ପର୍ମେସରର୍ ଟାନେ ବାଉଡାଇସି ।
ଡୁବନ୍ ଦେଉ ଜଅନ୍ ତମର୍ଟାନେ ଆସି ଦରମର୍ ବାଟ୍ ଦେକାଇ ଦେଇରଇଲା, ମାତର୍ ତମେ ତାକେ ବିସ୍ବାସ୍ କରାସ୍ ନାଇ, ମାତର୍ ସିସ୍ତୁ ମାଙ୍ଗୁମନ୍ ଆରି ବେସିଆମନ୍ ତାର୍ କଇଲା କାତା ବିସ୍ବାସ୍ କଲାଇ । ଏଟା ଦେକିକରି ମିସା ପଚେ ତମେ ପାପ୍ କାମ୍କର୍ବାଟା ଚାଡି ମନ୍ ବାଉଡାଇ ତାକେ ବିସ୍ବାସ୍ କରାସ୍ ନାଇ ।”
ଏ ମର୍ ନୁନା, ତୁଇ ସବୁର୍ ଉପ୍ରେ ରଇବା ପର୍ମେସରର୍ ଗଟେକ୍ ବବିସତ୍ବକ୍ତା ବଲି ଡାକ୍ପୁଟା ଅଇସୁ । ତୁଇ ସେ ପାଟାଇରଇବା ଗଟେକ୍ ଦୁତ୍ପାରା, ତାର୍ପାଇ ବାଟ୍ ତିଆର୍ କର୍ସୁ ।
ଜର୍ଦନ୍ ଗାଡ୍ ଲଗେ ରଇବା ଲଗର୍ ପାକର୍ ଗାଉଁଗଣ୍ଡାଇ ଜାଇ ଜଅନ୍ ପାପ୍ କେମାର୍ ଲାଗି, ପାପ୍କାମ୍ ଚାଡିକରି ମାପ୍ରୁର୍ ବାଟେ ଆସି ଡୁବନ୍ ନେବାକେ ଜାନାଇବାର୍ ଦାର୍ଲା ।