9 କେତେ ଲକ୍ମନ୍ କଇଲାଇ, “ଉଁ ଏତାଉ ସେ ଲକ୍ସେ ।” ମାତର୍ ଆରି ଅଦେକ୍ ଲକ୍ କଇଲାଇ, “ନାଇ ଏ ସେ ଲକ୍ ନଏଁ ମାତର୍ ତାର୍ ପାରା ଡିସ୍ଲାନି ।” ମାତର୍ କାଣା କଇଲା, “ମୁଇସେ ଆଗ୍ତୁ କାଣା ଅଇରଇଲି ।”
ଲକ୍ମନ୍ ତାକେ ପାଚାର୍ଲାଇ, “ଏନ୍ତି ବଇଲେ ତୁଇ କେନ୍ତି ଦେକିପାର୍ଲୁସ୍ନି ?”
କେତେକ୍ ଲକ୍ମନ୍ ଏ ଲକ୍କେ ଆଗ୍ତୁ ବିକ୍ ମାଙ୍ଗ୍ବାଟା ଦେକି ରଇଲାଇ । ସେଟାର୍ ପାଇ ଏ ଲକ୍ମନ୍ ଆରି କାଣାର୍ ଗର୍ ଲଗର୍ ଲକ୍ମନ୍ ତାକେ ଦେକି କଇଲାଇ, “ଜନ୍ ଲକ୍କି ସବୁବେଲା ବସିକରି ବିକ୍ ମାଙ୍ଗ୍ତେ ରଇଲା ସେ କାଇ ଏ ଲକ୍ ନଏଁ କି ?”