ଜଅନ୍ 9:8 - ସତିଅର୍ ବାଟ୍ ନୁଆ ନିୟମ୍ 20208 କେତେକ୍ ଲକ୍ମନ୍ ଏ ଲକ୍କେ ଆଗ୍ତୁ ବିକ୍ ମାଙ୍ଗ୍ବାଟା ଦେକି ରଇଲାଇ । ସେଟାର୍ ପାଇ ଏ ଲକ୍ମନ୍ ଆରି କାଣାର୍ ଗର୍ ଲଗର୍ ଲକ୍ମନ୍ ତାକେ ଦେକି କଇଲାଇ, “ଜନ୍ ଲକ୍କି ସବୁବେଲା ବସିକରି ବିକ୍ ମାଙ୍ଗ୍ତେ ରଇଲା ସେ କାଇ ଏ ଲକ୍ ନଏଁ କି ?” အခန်းကိုကြည့်ပါ။ |