ଜଅନ୍ 9:41 - ସତିଅର୍ ବାଟ୍ ନୁଆ ନିୟମ୍ 202041 ଜିସୁ ସେମନ୍କେ କଇଲା, “ତମେ କାଣା ଅଇରଇତାସ୍ ଆଲେ ଦସି ନ ଅଇତାସ୍ । ମାତର୍ ଦେକି ପାର୍ଲୁନି ବଲି କଇଲାସ୍ନିଜେ ଅଦିକ୍ ଦସି ।” အခန်းကိုကြည့်ပါ။ |
ଜିସୁ ତାର୍ ସିସ୍ମନ୍କେ କଇଲା, “ସେ ଦୁଇଲକ୍ ପାର୍ତନା ସାରାଇ ବାଅଡ୍ଲାକେ, ସିସ୍ତୁମାଙ୍ଗୁସେ ପର୍ମେସର୍ ଦେକ୍ବା ଇସାବେ ଦରମ୍ ରଇଲା । ପାରୁସି ନାଇ । ଜେ ବଡ୍ପନ୍ ଦେକାଇ ଅଇସି ଆରି ବଡ୍ ବଲି ବାବ୍ସି, ତାକେ ପର୍ମେସର୍ ସାନ୍ ଲକ୍ କର୍ସି । ମାତର୍ ଜେ ନିଜ୍କେ ସାନ୍ ଲକ୍ପାରା ବାବ୍ସି ତାକେ ପର୍ମେସର୍ ବଡ୍ ଲକ୍ କର୍ସି, ଏ କାତା ଏତାଇ ରୁଆ ।”