38 ସେବେଲାଇ ସେ କଇଲା, “ମାପ୍ରୁ ମୁଇ ତକେ ବିସ୍ବାସ୍ କଲିନି ।” ଆରି ଜିସୁର୍ ମୁଆଟେ ମାଣ୍ଡିକୁଟା ଦେଇ ଜୁଆର୍ କଲା ।
ଡଙ୍ଗାଇ ରଇଲା ଲକ୍ମନ୍ ଜିସୁକେ ଜୁଆର୍ କରି କଇଲାଇ, “ତମେ ସତ୍ସେ ମାପ୍ରୁର୍ ପିଲା ।”
ଜିସୁକେ ଡଙ୍ଗର୍ ଉପ୍ରେ ଦେକି ସେମନ୍ ତାକେ ଜୁଆର୍ କଲାଇ । କେତେ ଲକ୍ ବିସ୍ବାସ୍ କରତ୍ ନାଇ ।
ସେଦାପ୍ରେ ଜିସୁ ସେମନ୍କେ ବେଟ୍ଅଇ କଇଲା, “ତମ୍କେ ସାନ୍ତି ମିଲ !” ସେମନ୍ ଜିସୁର୍ ଲଗେ ଜାଇ ତାର୍ ପାଦ୍ ଦାରି ଜୁଆର୍ କଲାଇ ।
ସେବେଲେ ଗଟେକ୍ ବଡ୍ ରଗି ଜିସୁର୍ ମୁଆଟେ ଆସି ମାଣ୍ଡିକୁଟା ଦେଇ କଇଲା, “ଏ ମାପ୍ରୁ, ତମେ ଜଦି ମନ୍ କଲାସ୍ନି ବଇଲେ ମକେ ସୁକଲ୍ କରି ପାରାସ୍ ।”
ସେମନ୍ ତାକେ ଜୁଆର୍ କଲାଇ ଆରି ସାର୍ଦାଅଇ ଜିରୁସାଲମେ ବାଉଡି ଆଇଲାଇ ।
ତମା ଜିସୁକେ କଇଲା, “ଏ ମର୍ ମାପ୍ରୁ, ଏ ମର୍ ପର୍ମେସର୍ !”
ଜିସୁ କଇଲା, “ମୁଇ ଏ ଦୁନିଆର୍ ଲକ୍ମନ୍କେ ବିଚାର୍ କର୍ବାର୍ ଆସିଆଚି । ସେଟାର୍ ପାଇ କାଣା ଲକ୍ମନ୍ ଦେକିପାର୍ବାଇ, ଆରି ଦେକିପାର୍ବା ଲକ୍ମନ୍ କାଣା ଅଇଜିବାଇ ।”