19 ସେମନ୍ ତାର୍ ମାଆ ବାବାକେ ପାଚାର୍ଲାଇ, “ଏଟା ତମର୍ ପିଲା କି ? ସେ ଜନ୍ମେ ଅନି କାଣାଟା ବଲି ତମେ କଇଲାସ୍ନି, ଏନ୍ତି ବଇଲେ ସେ କେନ୍ତି ଦେକିପାର୍ଲାନି ?”
ଜିଉଦି ନେତାମନ୍ ସେ ନିମାନ୍ ଅଇଲା ଲକ୍ ଆଗ୍ତୁ କାଣା ରଇଲା ଜେ ଏବେ ସେ ଦେକିପାର୍ବା ବିସଇ ମୁଲ୍କେ ବିସ୍ବାସ୍ କରତ୍ନାଇ । ପାରୁସିମନ୍ ସେ ଲକର୍ ମାଆ ବାବାକେ ନ ଡାକ୍ବା ଜାକ ମୁଲ୍କେ ବିସ୍ବାସ୍ କରତ୍ନାଇ ।
ତାର୍ ମାଆ ବାବା କଇଲାଇ, “ଉଁ ଏଟା ଆମର୍ ପିଲା । ସେ ଜନ୍ମେଅନି କାଣା ରଇଲା ବଲି ଆମେ ଜାନି ଆଚୁ ।
ମନ୍ଦିରର୍ ସୁନ୍ଦର୍ ନାଉଁର୍ ଡିଆଗଡି ବସି ରଇଲା ମାଙ୍ଗ୍ତିଆ ବଲି ଚିନ୍ଲାଇ । ଆରି ତାକେ ଜାଇଟା ଗଟି ରଇଲା ସବୁ ଜାନି କାବାଅଇଜାଇ କାନାବାନା ଅଇଲାଇ ।
ମାତର୍ ତାକର୍ ବିରୁଦେ କାଇବଲି କଇନାପାର୍ଲାଇ, କାଇକେ ବଇଲେ ନିମାନ୍ ଅଇଲା ଲକ୍କେ ପିତର୍ ଆରି ଜଅନ୍ସଙ୍ଗ୍ ଟିଆଅଇରଇଲାଟା ଦେକ୍ଲାଇ ।