ଜଅନ୍ 9:16 - ସତିଅର୍ ବାଟ୍ ନୁଆ ନିୟମ୍ 202016 କେତେଟା ପାରୁସିମନ୍ କଇଲାଇ, “ଏ ଲକ୍ ପର୍ମେସରର୍ ତେଇଅନି ଆସେ ନାଇ । ସେଟାର୍ ପାଇଁ ସେ ବିସ୍ରାମ୍ ଦିନର୍ ନିୟମ୍ ମାନେନାଇ ।” ଆରି ଅଦେକ୍ ଲକ୍ମନ୍ କଇଲାଇ, “ଗଟେକ୍ ପାପି ଲକ୍ କେବେ ମିସା ଏନ୍ତି କାବାଅଇଜିବା କାମ୍ କରିନାପାରେ ।” ଏନ୍ତି ଜିଉଦି ଲକ୍ମନ୍ ଦୁଇ ବାଗ୍ ଅଇଗାଲାଇ । အခန်းကိုကြည့်ပါ။ |
ଜିସୁ ବିସ୍ରାମ୍ଦିନେ ସେ ମାଇଜିକେ ନିକ କଲାଟା ଦେକି ଜିଉଦିମନର୍ ପାର୍ତନା ଗରର୍ ମୁକିଆ ବେସି ରିସା ଅଇଗାଲାଇ । କାଇକେ ବଇଲେ ଲକ୍ମନ୍କେ ନିକ କର୍ବାଟା ଗଟେକ୍ କାମ୍ ବଲି ଜିଉଦି ଲକ୍ମନ୍ ବାବ୍ତେ ରଇଲାଇ । ସେଟାର୍ ପାଇ ପାର୍ତନା ଗରର୍ ମୁକିଅ କଇଲା, “ଗଟେକ୍ ଆଟେ କାମ୍ କର୍ବାକେ ଚଅ ଦିନ୍ ଆଚେ, ସେ ଦିନ୍ ମନ୍କେ ତମେ ନିକ ଅଇବାକେ ଆସା । ମାତର୍ ବିସ୍ରାମ୍ବାରେ ନିକ ଅଇବାକେ କେବେ ମିସା ଆସାନାଇ ।”