12 ଆରି ଲକ୍ମନ୍ ତାକେ କଇଲାଇ, “ସେ କନ୍ତି ଆଚେ ?” ସେ “ମୁଇ ନାଜାନି” ବଲି କଇଲା ।
ତେବେ ପରବ୍ତେଇ ଜିଉଦି ନେତାମନ୍, “ଜିସୁ କନ୍ତି ଆଚେ ?” ବଲି ପାଚାରି ପାଚାରି କଜ୍ଲାଇ ।
କାଣା ସେମନ୍କେ କଇଲା, “ଲକ୍ମନ୍ ଜନ୍ ଲକ୍କେ ଜିସୁ ବଲି କଇଲାଇନି, ସେ କାଦ କରି ମର୍ ଆଁକିତେଇ ଲିପିଦେଲା । ତାର୍ପଚେ ସେ ମକେ ‘ସିଲଅ ନାଉଁର୍ ବନ୍ଦେ ଜାଇକରି ଦ’ ବଲି କଇଲା । ପଚେ ମୁଇ ଜାଇକରି ବନ୍ଦେ ମୁ ଦଇଲା ଦାପ୍ରେ ଦେକି ପାର୍ଲି ।”
ତାର୍ ପଚେ ଲକ୍ମନ୍ ଆଗେଅନି କାଣା ଅଇରଇଲା ଲକ୍କେ ପାରୁସିମନର୍ ଲଗେ ଡାକିନେଲାଇ ।