10 ଲକ୍ମନ୍ ତାକେ ପାଚାର୍ଲାଇ, “ଏନ୍ତି ବଇଲେ ତୁଇ କେନ୍ତି ଦେକିପାର୍ଲୁସ୍ନି ?”
ଆରି, ସେ ଦିନ୍ବେଲେ କି ରାତିବେଲେ, ସଇଲେ କି କାମ୍ କଲେ ମିସା ବିଅନ୍ କେନ୍ତି ଆଁକ୍ରି ବଡ୍ସି, ସେଟା ନାଜାନେ,
ନିକଦିମ ଜିସୁକେ ପାଚାର୍ଲା, “ଏବେ ତୁଇ କଇବା କାତା କେନ୍ତି ଅଇପାର୍ସି ?”
ତାର୍ ପଚେ ଜିସୁ ଗାଲିଲି ଗାଡ୍ ସେପାଟେ ସେ ଗାଡ୍କେ ତିବିରିଆ ଗାଡ୍ ବଲି ମିସା କଇବାଇ, ସେ ଜାଗାଇ ଗାଲା ।
କାଣା ସେମନ୍କେ କଇଲା, “ଲକ୍ମନ୍ ଜନ୍ ଲକ୍କେ ଜିସୁ ବଲି କଇଲାଇନି, ସେ କାଦ କରି ମର୍ ଆଁକିତେଇ ଲିପିଦେଲା । ତାର୍ପଚେ ସେ ମକେ ‘ସିଲଅ ନାଉଁର୍ ବନ୍ଦେ ଜାଇକରି ଦ’ ବଲି କଇଲା । ପଚେ ମୁଇ ଜାଇକରି ବନ୍ଦେ ମୁ ଦଇଲା ଦାପ୍ରେ ଦେକି ପାର୍ଲି ।”
ପାରୁସି ଲକ୍ମନ୍ ତାକେ ଆରିତରେକ୍ ପାଚାର୍ଲାଇ, “ତୁଇ କେନ୍ତାର୍ ଦେକିପାର୍ଲୁସ୍ନି ?” ତେଇ ସେ ସେମନ୍କେ କଇଲା, “ଜିସୁ ମର୍ ଆଁକିଟାନେ କାଦ ଲାଗାଇଦେଲା । ପଚେ ମୁଇ ମୁ ଦଇ ଆଇଲି ଆରି ଏବେ ଦେକି ପାର୍ଲିନି ।”
ମାତର୍ ଏବେ ସେ କେନ୍ତି ଦେକିପାର୍ଲାନି ଆରି କେ ତାକେ ନିମାନ୍ କଲା ସେଟା ଆମେ ନାଜାନୁ । ସେ ଏବେ ବଡ୍ ଅଇଲା ଆଚେ ତାକେ ପାଚାରା ସେ ନିଜେ କଇସି ।”
ଜିଉଦି ନେତାମନ୍ ତାକେ ପାଚାର୍ଲାଇ, “ସେ ତକେ କାଇଟା କଲା ? କେନ୍ତି ତର୍ ଆଁକି ପିଟାଇଦେଲା ?”
କେତେ ଲକ୍ମନ୍ କଇଲାଇ, “ଉଁ ଏତାଉ ସେ ଲକ୍ସେ ।” ମାତର୍ ଆରି ଅଦେକ୍ ଲକ୍ କଇଲାଇ, “ନାଇ ଏ ସେ ଲକ୍ ନଏଁ ମାତର୍ ତାର୍ ପାରା ଡିସ୍ଲାନି ।” ମାତର୍ କାଣା କଇଲା, “ମୁଇସେ ଆଗ୍ତୁ କାଣା ଅଇରଇଲି ।”
କେତେଲକ୍ ପାଚାର୍ବାଇ, “ମଲା ଲକ୍ମନ୍କେ କେ ଜିବନ୍ ଦେଇ ଉଟାଇସି ? ଆରି ସେମନର୍ ଗାଗଡ୍ କେନ୍ତାର୍ ରଇସି ?” ଜେ ଏନ୍ତାରି ପର୍ସନ୍ ପାଚାର୍ସି, ସେ ବକୁଆଟା ।