6 ସେମନ୍ ଜେନ୍ତିକି ଜିସୁ କଇବା ଉତର୍ତେଇଅନି ବୁଲ୍ ଦାରି ତାକେ ଦସି କର୍ବାକେ ଏ କାତା କଇଲାଇ । ମାତର୍ ଜିସୁ ଲଇଁ କରି ଆଙ୍ଗ୍ଟି ସଙ୍ଗ୍ ବୁଏଁ ଲେକ୍ବାର୍ ଦାର୍ଲା ।
“ସୁନା, ବାଲିଆଡୁର୍କାମନର୍ ବିତ୍ରେ ମେଣ୍ଡାମନ୍କେ ପାଟାଇଲା ପାରା ମୁଇ ତମ୍କେ ପାଟାଇଲିିିନି । ସାଁପର୍ ପାରା ଚାଲାକି ଅଇ ପରୁଆପାରା ସୁଆଲ୍ ଉଆ ।
ମାତର୍ ଜିସୁ ତାକେ ପଦେକ୍ କାତା ମିସା କଏ ନାଇ । ସିସ୍ମନ୍ ତାର୍ ଲଗେ ଆସି ବାବୁଜିଆ କଲାଇ, “ତାକେ ବିଗି ପାଟାଇ ଦିଆସ୍ । ଦେକା ସେ କେନ୍ତି ଆଉଲିଅଇ ଆମ୍କେ କେଦିଆନ୍ଲାନି ?”
ଦିନେକ୍ କେତେଟା ପାରୁସିମନ୍ ଆରି ସାଦୁକିମନ୍ ଜିସୁର୍ ଦସ୍ ଦାର୍ବାକେ ତାର୍ ଲଗେ ଆଇଲାଇ । ସେମନ୍ ତାକେ କଇଲାଇ, “ପର୍ମେସର୍ ତକେ ବାଚ୍ଲା ଆଚେ ବଲି ଆମେ ଜାନ୍ବାକେ, ତୁଇ ଗଟେକ୍ ସରଗର୍ କାବାଅଇଜିବା ଚିନ୍ ଦେକା ।”
କେତେଟା ପାରୁସିମନ୍ ଜିସୁକେ ବୁଲ୍ ଦାର୍ବାକେ ଚେସ୍ଟା କଲାଇ । ସେମନ୍ ତାର୍ ଲଗେ ଆସି ପାଚାର୍ଲାଇ, “ମସାର୍ ରିତିନିତି ଇସାବେ ଗଟେକ୍ ଲକ୍ କାଇଆଲେ ବୁଲର୍ ପାଇ ବଲି ତାର୍ ମାଇଜିକେ ଚାଡି ଦେଇ ପାରେ କି ?”
ମାତର୍ ଜିସୁ ସେମନର୍ କୁଟ୍କାତା ଜାନି କରି କଇଲା, “ଏ କୁଟିଆଲ୍ମନ୍, କାଇକେ ମକେ ପାନ୍ଦେ ପାକାଇବାକେ ଚେସ୍ଟା କଲାସ୍ନି ?
ଆରି ସେମନର୍ ବିତ୍ରେଅନି ଗଟେକ୍ ନିୟମ୍ ସିକାଇବା ଦରମ୍ ଗୁରୁ ଜିସୁକେ ପାନ୍ଦେ ପାକାଇବାକେ ଗଟେକ୍ ପର୍ସନ୍ ପାଚାର୍ଲା ।
ମାତର୍ ଜିସୁ ଚିମ୍ରାଅଇ ରଇଲା । ବଡ୍ ପୁଜାରି କଇଲା, “ମୁଇ ତମ୍କେ ଜିବନ୍ ରଇବା ପର୍ମେସରର୍ ନାଉଁ ଦାରି ପର୍ମାନ୍ କରାଇ ପାଚାର୍ଲିନି, ସତ୍ କଅ, ତୁଇ କାଇ ପର୍ମେସରର୍ ପିଲା ମସିଅ କି ?”
କେତେଟା ପାରୁସିମନ୍ ଜିସୁରୁ ଲଗେ ଆସିକରି ତାକେ ବୁଲ୍ ଦାର୍ବାକେ ଏନ୍ତାରି ପର୍ସନ୍ ପାଚାର୍ଲାଇ । “ଗଟେକ୍ ମୁନୁସ୍ ତାର୍ ମାଇଜିକେ ଚାଡିଦେବାଟା ଆମର୍ ନିୟମେ ଆଚେ କି ?”
“ଆମେ ସିସ୍ତୁ ବାନ୍ଦ୍ବୁ କି ନାଇ ?” ଜିସୁ ସେମନର୍ ମନ୍ବିତ୍ରର୍ କୁଟ୍ କାତା ବୁଜିକରି ସେମନ୍କେ କଇଲା, “କାଇକେ ତମେ ମକେ ପାନ୍ଦେ ପାକାଇବାକେ ଚେସ୍ଟା କଲାସ୍ନି ? ରମିୟ ସର୍କାରର୍ ଗଟେକ୍ ଅଦ୍ଲି ଡାବୁ ମର୍ ଲଗେ ଆନା, ମୁଇ ସେଟା ଦେକ୍ବି ।”
ଜିସୁ କେଜାନେ ବିସ୍ରାମ୍ ବାରେ ନିମାନ୍ କର୍ସି ବଲି, ସେମନ୍ ଆଁକି ନ ମରାଇତେ ଦେକ୍ତେରଇଲାଇ, କାଇକେବଇଲେ ଜେନ୍ତିକି ତାର୍ ବିରୁଦେ ଦସ୍ ଦାରିପାର୍ବାଇ ।
ପଚେ ପାରୁସିମନ୍ ବାରଇ ଆସି ଜିସୁର୍ ସଙ୍ଗ୍ ଦଦାପେଲା ଅଇବାର୍ ଦାର୍ଲାଇ । ତାକେ ପରିକା କର୍ବାକେ ପାନ୍ଦେ ପାକାଉଁ ବଲି ମନ୍କରି, ସେ ଜେ ପର୍ମେସର୍ଟାନେଅନି ଆସିଆଚେ, ଏଟା ଦେକାଇବାକେ ଆକାସେଅନି ଗଟେକ୍ କାବାଅଇଜିବା ଚିନ୍ ଦେକାଆ ବଲି କଇଲାଇ ।
ତାର୍ପଚେ ଗଟେକ୍ ଦରମ୍ ସାସ୍ତର୍ ସିକାଉ ତାକେ ପରିକାକରି ପାଚାର୍ଲା, “ଏ ଗୁରୁ କେବେ ନ ସାର୍ବା ଜିବନ୍ ମିଲାଇବାକେ ଆଲେ ମୁଇ କାଇଟା କର୍ବାର୍ ଆଚେ ?”
ବିନ୍ଲକ୍ମନ୍ ଜିସୁକେ ପରିକାକରି ପାନ୍ଦେ ପାକାଇବାକେ ବାବ୍ତେ ରଇଲା । ତେବର୍ପାଇ ପର୍ମେସର୍ ତାର୍ ରକିଆକାରି ବଲି ସବୁକେ ଜାନାଇବାକେ ଗଟେକ୍ କାବାଅଇଜିବା ଚିନ୍ ଦେକାଇବାକେ କଇଲାଇ ।
ତାର୍ ଆର୍କର୍ ଦିନର୍ ସାକାଲେ ସେ ମନ୍ଦିରେ ବାଉଡି ଆଇଲା ଆରି ତେଇ ସବୁଲକ୍ ତାର୍ଲଗେ ରୁଣ୍ଡ୍ଲାଇଜେ, ସେ ବସିକରି ସେମନ୍କେ ସିକାଇବାର୍ ଦାର୍ଲା ।
ସେନ୍ତିସେ ସେମନର୍ ବିତ୍ରେ କେତେଲକ୍ ମାପ୍ରୁକେ ପରିକା କଲାଇ ଆରି ବିସ୍ ରଇବା ସାଁପ୍ ଟକାଇ ଅଇକରି ମଲାଇ । ସେନ୍ତାରି ଆମେ ମାପ୍ରୁକେ ପରିକା ନ କରୁ ।