56 ମୁଇ ଆଇବା ଦିନ୍ ଦେକ୍ବି ବଲି ତମର୍ ବାବା ଅବ୍ରାଆମ୍, ବେସି ଆସା କରି ସାର୍ଦା ଅଇତେ ରଇଲା । ଆରି ସେ ଦିନ୍କେ ଦେକି କରି ସାର୍ଦା ଅଇଲା” ବଲି କଇଲା ।
ମୁଇ ତମ୍କେ ସତ୍ କଇଲିନି, କେତେକ୍ କେତେକ୍ ବବିସତ୍ବକ୍ତା ଆରି ପର୍ମେସରର୍ ଲକ୍ମନ୍ ତମେ ଜନ୍ଟା ଦେକ୍ଲାସ୍ନି, ସେଟା ଦେକ୍ବାକେ, ଆରି ଜାଇଟା ସୁନ୍ଲାସ୍ନି, ସେଟାମନ୍ ସୁନ୍ବାକେ ମନ୍ କର୍ତେରଇଲାଇ, ମାତର୍ ନାପାର୍ଲାଇ ।”
କାଇକେବଇଲେ ମୁଇ ତମ୍କେ କଇଲିନି, ତମେ ଜନ୍ ଜନ୍ଟା ଦେକ୍ଲାସ୍ନି, ସେ ସବୁଜାକ ଦେକ୍ବାକେ କେତେ କେତେ ରାଜାମନ୍ ଆରି ମାପ୍ରରୁ କବର୍ ଜାନାଉମନ୍ ମନ୍କଲାଇ, ମାତର୍ ଦେକିନାପାର୍ଲାଇ । ଆରି ତମେ ଜନ୍ ଜନ୍ଟା ସୁନ୍ଲାସ୍ନି, ସେ ସବୁ ସୁନ୍ବାକେ ସେମନ୍ ମନ୍କଲାଇ, ମାତର୍ ସୁନିନାପାର୍ଲାଇ ।”
ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ପର୍ତୁମ୍ କଇଆଚି, ମାତର୍ ମକେ ବିସ୍ବାସ୍ କରାସ୍ନାଇ । ମର୍ ବାବାର୍ ଅଦିକାରେ ମୁଇ ଜନ୍ ଜନ୍ କାମ୍ମନ୍ କଲିଆଚି, ସେ ସବୁଜାକ ମର୍ ବିସଇର୍ ସାକି ଦେଲାନି ।
ତମେ ଅବ୍ରାଅମ୍ କୁଟୁମର୍ ଲକ୍ମନ୍ ବଲି ମୁଇ ଜାନିଆଚି, ଅଇଲେ ମିସା ତମର୍ ବିତ୍ରେଅନି କେତେ ଲକ୍ମନ୍ ମକେ ମରାଇବାକେ ଚେସ୍ଟା କଲାସ୍ନି । କାଇକେ ବଇଲେ ମର୍ ସିକିଆ ତମେ ମାନାସ୍ ନାଇ ।
ଜିଉଦି ଲକ୍ମନ୍ ତାକେ କଇଲାଇ, “ଆମର୍ ବାବା ଅବ୍ରାଆମ୍ ।” ଜିସୁ କଇଲା, “ତମେ ଜଦି ସତଇସେ ଅବ୍ରାଅମର୍ ନାତିତିତି ଅଇରଇତାସ୍ ବଇଲେ, ଅବ୍ରାମ୍ କରିରଇଲା କାମ୍ମନ୍ କର୍ତାସ୍ ।
ଏ ସବୁ ଲକ୍ମନ୍ ସେମନ୍ ମଲାବେଲେ ମିସା ପର୍ମେସର୍କେ ବିସ୍ବାସ୍ କର୍ତେ ରଇଲାଇ । ପର୍ମେସର୍ ସେମନ୍କେ କାତା ଦେଇରଇଲାଟା, ସେମନ୍ ଜିବନ୍ ରଇଲାବେଲେ ନ ମିଲାଇରଇଲେ ମିସା, ଜନ୍ଟା ପାଇବାଇ, ସେଟା ଦୁରିକେଅନି ଦେକ୍ଲାପାରା ଦେକି ସାର୍ଦା ଅଇଲାଇ । ଏ ଜଗତେ ସେମନ୍ ବିନ୍ ଦେସର୍ ପାରା ଆରି ନିଜର୍ ଦେସେ ନ ରଇଲା ଲକର୍ପାରା ମାନିଅଇକରି ରଇଲାଇ ।
ତାକର୍ ବିସ୍ବାସର୍ ଲାଗି ସେମନ୍ ଡାକ୍ପୁଟା ଅଇଲାଇ । ଏଲେମିସା ପର୍ମେସର୍ କାତା ଦେଇରଇବାଟା ସେମନ୍ ମିଲାଅତ୍ ନାଇ ।