53 ସେମନ୍ ପାଚାର୍ଲାଇ “ତୁଇକାଇ ଆମର୍ ବାବା ଅବ୍ରାଆମ୍ଟାନେଅନି ବଡ୍ ଲକ୍କି ? ସେମନ୍ ମିସା ମରିଗାଲାଇ ଆଚତ୍ ଆରି ବବିସତ୍ବକ୍ତାମନ୍ ମିସା ମରିଜାଇଆଚତ୍ । ତୁଇ ନିଜ୍କେ କେ ବଲି ବାବ୍ଲୁସ୍ନି ?”
ମୁଇ ତମ୍କେ କଇଲିନି, ଆଜି ଏ ମନ୍ଦିର୍ଟାନେଅନି ମୁକିଅ ବିସଇ ଇତି ଆଚେ ।”
ଅବ୍ରାଆମ୍ ଆମର୍ ପୁର୍ବର୍ ଆନିଦାଦି ବଲି କଇଲେ ତମ୍କେ ପର୍ମେସର୍ ଦେବା ଡଣ୍ଡ୍ ନ ମିଲେ ବଲି ବାବା ନାଇ । ମୁଇ ତମ୍କେ କଇଲିନି, ପର୍ମେସର୍ ପାକ୍ନାତେଇ ଅବ୍ରାଆମର୍ ବଁସ୍ ତିଆର୍ କର୍ସି ।
ସେମନ୍ ତାକେ କଇଲାଇ, “ନିମାନ୍ କାମର୍ ଲାଗି ତକେ ଆମେ ମାର୍ବାକେ ପାକ୍ନା ବେଟୁନାଇ, ମାତର୍ ପର୍ମେସର୍କେ ନିନ୍ଦା କଲୁସ୍ନି ବଲିକରି, ଆରି ତୁଇ ମନସ୍ ଅଇକରି ନିଜ୍କେ ପର୍ମେସର୍ ବଲାଇଅଇବାର୍ ଲାଗି ।”
ସେବେଲା ସବୁ ଲକ୍ମନ୍ ତାକେ କଇଲାଇ, “ମସିଅ ସବୁ ଦିନର୍ ପାଇ ବଁଚି ରଇସି ବଲି ଆମର୍ ସାସ୍ତରେ ଲେକା ଆଚେ । ତୁଇ କେନ୍ତି ପର୍ମେସରର୍ ପିଲାକେ କୁର୍ସେ ଟେକ୍ବାଇ ବଲି କଇଲୁସ୍ନି ? ଏନ୍ତିବଇଲେ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା କେ ତେବେ ?”
ଜିଉଦି ନେତାମନ୍ ତାକେ କଇଲାଇ, “ଆମର୍ ଗଟେକ୍ ନିୟମ୍ ଆଚେ । ସେ ନିୟମ୍ ଇସାବେ ଏ ମର୍ବାର୍ ଆଚେ ଆକା । କାଇକେ ବଇଲେ ସେ ନିଜେ ମୁଇ ପର୍ମେସରର୍ ପିଲା ବଲି ଦାବି କଲାଆଚେ ।”
ତୁଇ କାଇ ଆମର୍ ଆନିଦାଦି ଜାକୁବର୍ତେଇ ଅନି ବଡ୍ କି ? ଜାକୁବ୍ ଆମ୍କେ ଏ କୁଇସାଲ୍ ଦେଇରଇଲା । ସେ ନିଜେ ମିସା ଏ କୁଇସାଲର୍ ପାନି କାଇତେରଇଲା । ତାର୍ ଗରର୍ ଲକ୍ମନ୍ ଆରି ସେ ପସିରଇଲା ଗରୁଗାଇମନ୍ ଇତିର୍ ପାନି କାଇଲାଇ” ବଲି କଇଲା ।
ଜିସୁ ଏନ୍ତି କଇରଇଲାଜେ ଜିଉଦି ନେତାମନ୍ ତାକେ ମରାଇବାକେ ଅଦିକ୍ ଚେସ୍ଟା କଲାଇ । କାଇକେ ବଇଲେ ଜିସୁ ବିସ୍ରାମ୍ ବାରର୍ ନିୟମ୍ ମାନେ ନାଇ ବଲି ନାଇ, ମାତର୍ ସେ ପର୍ମେସର୍କେ ମର୍ ବାବା ବଲି କଇ, ନିଜ୍କେ ପର୍ମେସର୍ ସଙ୍ଗ୍ ସମାନ୍ କରି ରଇଲା ।
ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ସତ୍କାତା କଇଲିନି, ଅବ୍ରାଆମ୍ ଜନମ୍ ଅଇବା ଆଗ୍ତୁଅନି ମୁଇ ଆଚି ।”
ସେମନ୍ ଆମର୍ ଡାକ୍ପୁଟା ଜିଉଦି ଆନିଦାଦିମନର୍ ନାତିତିତିମନ୍ । ଆରି ମୁନୁସ୍ ରୁପ୍ ଦାରି କିରିସ୍ଟ ତାକର୍ କୁଟୁମେଅନି ଜନମ୍ ଅଇଲା । ସବୁର୍ଟାନେଅନି ବେସି ବପୁର୍ ପରମେସର୍ ଜୁଗେ ଜୁଗେ ଡାକ୍ପୁଟା ପାଅ, ଆମେନ୍ ।