5 ଏନ୍ତାରି ମାଇଜିକେ ପାକ୍ନା ସଙ୍ଗ୍ ମାରି ମରାଆ ବଲି ମସାର୍ ନିୟମେ ଲେକା ଅଇଲା ଆଚେ । ଏନ୍ତି ବଇଲେ ତୁଇ କାଇଟା ବଲି କଇଲୁସ୍ନି ?”
ଜସେପ୍ ଗଟେକ୍ ଦରମ୍ ଲକ୍ ରଇଲା ଆରି ସବୁବେଲେ ସତ୍ କାମ୍ କର୍ତେରଇଲା । ଆରି ମରିୟମ୍କେ ଲକ୍ମନର୍ ଟାନେ ନିନ୍ଦା କାତା ସୁନାଇବାକେ ମନ୍ ନ କର୍ତେ ରଇଲା । ସେଟାର୍ପାଇ କେ ନାଜାନ୍ତେ ତାର୍ ବିବା ମାଙ୍ଗ୍ନି ପିଟାଇଦେବାକେ ଉପାଇ ପାଁଚ୍ତେ ରଇଲା ।
“ମୁଇ ମିସା, କରିରଇବା ନିୟମ୍ କି ବାବବାଦିମନର୍ ଦରମ୍ ସାସ୍ତର୍ ବୁଡାଇବାକେ ଆସିଆଚି ବଲି ବାବା ନାଇ । ମୁଇ ସେଟା ବୁଡାଇବାକେ ଆସିନାଇ ମାତର୍ ସିଦ୍ କର୍ବାକେ ଆସିଆଚି ।
“ଏ ଗୁରୁ, ଏ ମାଇଜିକେ ବେସିଆ କାମ୍ କଲାବେଲେ ଦାରିଆଚୁ ।