48 ଜିଉଦିମନ୍ ଜିସୁକେ ପାଚାର୍ଲାଇ, “ତୁଇ ଗଟେକ୍ ସମିରଣିୟ ଲକ୍, ତକେ ଗଟେକ୍ ଡୁମା ଦାର୍ଲା ଆଚେ ବଲି ଆମେ କଇଲା କାତା ସତ୍ ନଏଁ କି ?”
ସିସ୍ ତାର୍ ଗୁରୁର୍ ପାରା ଆରି ଗତିଦାଙ୍ଗ୍ଡା ନିଜର୍ ସାଉକାର୍ ପାରା ଅଇଲେ ସେମନ୍ ସାର୍ଦା ଅଇବାର୍ ଆଚେ । ଗଟେକ୍ ଗରର୍ ମୁକିଆ ମକେ, ବାଲ୍ଜିବୁଲ୍ ବଲି ଡାକ୍ଲାଇନି ବଇଲେ, ଗରର୍ ଆରି ଅଦେକ୍ ଲକ୍ମନ୍କେ ବାଇଦରେ ଅଦିକ୍ କାରାପ୍ ନାଉଁ ଦାରି ଡାକ୍ବାଇ ।”
ଜିସୁ ବାର୍ଟା ସିସ୍ମନ୍କେ ପାଟାଇଲାବେଲେ କାଇଟା କର୍ବାର୍ ଆଚେ କାଇଟା ନାଇ ବଲି ଆଦେସ୍ ଦେଇ କଇଲା, “ତମେ ଜିଉଦି ନଇଲା ଲକ୍ମନର୍ କନ୍ ଜାଗାଇ ମିସା ଜାଆନାଇ କି ସମିରଣିୟ ଗଡେ ମିସା ପୁରାନାଇ ।
ଜଅନ୍ ତର୍କେ ତର୍ ଉପାସ୍ କର୍ତେ ରଇଲା ଆରି କେବେ ମିସା ମଦ୍ ନ କାଇତେ ରଇଲା, ମାତର୍ ତମେ ତାକେ ଡୁମା ଦାର୍ଲା ଲକ୍ ବଲି କଇଲାସ୍ନି ।
ଏଟା ସୁନି ପାରୁସିମନ୍ କଇଲାଇ, “ସେ ଡୁମାମନର୍ ମୁକିଅ ବାଲ୍ଜିବୁଲର୍ ଟାନେଅନି ବପୁ ପାଇ ଡୁମା ଚାଡାଇଲାନି ।”
ସେଟାର୍ପାଇ ମୁଇ ତମ୍କେ କଇଲିନି, ଜଦି କେ ଆଲେ ପାପ୍ କଲେ କି ନିନ୍ଦା କାତା କଇଲେ ମିସା, ତାର୍ ଲାଗି ତାକେ କେମା ଦିଆଅଇସି । ମାତର୍ କେ ଜଦି ସୁକଲ୍ ଆତ୍ମାର୍ ବିରୁଦେ କାଇ ବଲି କଇସି ବଇଲେ, ତାକେ କେମା ନାଇ ।
ଏରେ ଦରମ୍ ଲକ୍ ବଲାଇଅଇବା କୁଟିଆଲ୍ମନ୍, ତମର୍ ବିସଇ ନେଇ ଜିସାଇୟ ବବିସତ୍ବକ୍ତା କଇରଇବାଟା ଟିକ୍ ଆକା ।”
ଜିରୁସାଲମର୍ ଜିଉଦି ନେତାମନ୍, କେତେଟା ଦରମ୍ ଗୁରୁମନ୍କେ ଆରି ଲେବି ଦଲର୍ ଲକ୍ମନ୍କେ ଡୁବନ୍ ଦେଉ ଜଅନର୍ ଲଗେ “ତମେ କେ ?” ବଲି ପାଚାର୍ବାକେ ପାଟାଇଲାଇ ।
ସେମନର୍ ବିତ୍ରେ କେତେକ୍ ଲକ୍ କଇବାର୍ ଦାର୍ଲାଇ, “ତାକେ ଡୁମା ଦାରିଆଚେ, ସେ ବାୟାଟା, କାଇକେ ତାର୍ କାତା ସୁନ୍ଲାସ୍ନି ?”
ଆରି ସେ କଇଲା, “ତମେ ମକେ ଗୁରୁ ଆରି ମାପ୍ରୁ ବଲି ଡାକ୍ଲାସ୍ନି, ସେଟା ଟିକ୍ସେ । କାଇକେ ବଇଲେ ଗୁରୁ ଆରି ମାପ୍ରୁ ମୁଇସେ ।”
ତେଇ ସମିରଣିୟ ମାଇଜି କାବାଅଇ ଜିସୁକେ କଇଲା, “ତୁଇ ଗଟେକ୍ ଜିଉଦି ଲକ୍ ଆରି ମୁଇ ଗଟେକ୍ ସମିରଣିୟ, ତୁଇ କେନ୍ତି ମର୍ ଆତର୍ ପାନି କାଇବାକେ ମାଙ୍ଗ୍ଲୁସ୍ନି ?” କାଇକେ ବଇଲେ, ଜିଉଦି ଲକ୍ମନ୍ ସମିରଣିୟ ଲକ୍ମନର୍ କାଇବାତେଇ ନ କାଇତେ ରଇଲାଇ ।
ଲକ୍ମନ୍ ତାକେ କଇଲାଇ, “ତକେ ଡୁମା ଦାର୍ଲା ଆଚେ । କେ ତକେ ମରାଇବାକେ ଚେସ୍ଟା କଲାନି ?”
ଜିସୁ ଏନ୍ତି କଇଲାକେ ଜିଉଦି ନେତାମନ୍ ନିଜର୍ ନିଜର୍ ବିତ୍ରେ କୁଆବଲା ଅଇଲାଇ, “ସେ କାଇକେ ମୁଇ ଜନ୍ ଜାଗାଇ ଗାଲିନି, ତମେ ତେଇ ଜାଇନାପାରାସ୍ ବଲି କଇଲାନି ? ଜିସୁ କାଇ ନିଜେ ଉଚ୍କି ଅଇ ମର୍ବାକେ ମନ୍ କଲାନି କି ?”
ସେମନ୍ ଜିସୁକେ କଇଲାଇ, “ଏବେ ଆମେ ଜାନ୍ଲୁ ତକେ ଗଟେକ୍ ଡୁମା ଦାର୍ଲା ଆଚେ । ଅବ୍ରାଆମ୍ ଆରି ବବିସତ୍ବକ୍ତାମନ୍ ମରିଗାଲାଇ ଆଚତ୍, ମାତର୍ ତୁଇ କଇଲୁସ୍ନି ଜଦି କେ ମିସା ମର୍ କାତା ମାନ୍ସା ବଇଲେ ସେ କେବେ ମିସା ନ ମରେ ବଲି ।”
କାଇକେବଇଲେ କିରିସ୍ଟ ନିଜ୍କେ ସାର୍ଦା କରାଏ ନାଇ । ମାତର୍ ସାସ୍ତରେ ଏନ୍ତାରି ଲେକାଅଇଲାଆଚେ, ଜନ୍ ଲକ୍ମନର୍ କାରାପ୍ କାତା ତମ୍କେ ନିନ୍ଦାକଲା, ସେଟା ମକେମିସା ନିନ୍ଦା କଲାଇ ।
ତେବର୍ପାଇ ନଅରର୍ ବାଇରେ ଜୁ । ଆରି ତାକେ ଆମେ ବିସ୍ବାସ୍ କଲାର୍ପାଇ, ଲକ୍ମନ୍ ଜେତ୍କି ନିନ୍ଦା କଲାଟା ଆମେ ମୁର୍ଚିକରି ରଉ ।
ପର୍ମେସର୍ ଗଟେକ୍ସେ ଆଚେବଲି ତମେ ବିସ୍ବାସ୍ କଲାସ୍ନି, ସେଟା ନିକ । ଡୁମାମନ୍ ମିସା ସେନ୍ତାରି ବିସ୍ବାସ୍ କଲାଇନି ଆରି ଡରିକରି ଗଜ୍ଗଜି ଜିବାଇ ।