46 ତମର୍ ବିତ୍ରେ ଅନି କେମିସା ଗଟେକ୍ ଲକ୍ ମୁଇ ପାପ୍ କଲିଆଚି ବଲି ମକେ ଦସି କରାଇପାରେ କି ? ଆରି ମୁଇ ଜଦି ସତ୍କାତା କଇଲିନି ବଇଲେ, ତମେ କାଇଜେ ବିସ୍ବାସ୍ କରାସ୍ ନାଇ ?
ଜଅନ୍ ଡୁବନ୍ ଦେବା ଅଦିକାର୍ କାର୍ଟାନେଅନି ମିଲାଇ ରଇଲା ? ସର୍ଗେଅନି କି ମୁନୁସ୍ ମନର୍ଟାନେଅନି ?” ସେମନ୍ ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ “ଏ ବିସଇ ନେଇ କାଇବଲି କଉଁ ? ଜଦି ପର୍ମେସରର୍ ଟାନେଅନି ବଲି କଇଲେ, ତେବେ ସେ ଆମ୍କେ ‘ଜଅନ୍କେ କାଇକେ ବିସ୍ବାସ୍ କରାସ୍ ନାଇ ?’ ବଲି କଇସି ।
ତେଇ ସେମନ୍ ନିଜର୍ ନିଜର୍ ବିତ୍ରେ କୁଆବଲା ଅଇଲାଇ, “ଆମେ ଜଦି ସରଗର୍ ପର୍ମେସରର୍ ଟାନେଅନି ବଲି କଇବୁ ବଇଲେ, ସେନ୍ତାର୍ ଆଲେ ତମେ ଜଅନ୍ ଜନ୍ଟା କଇଲା ସେଟା କାଇକେ ବିସ୍ବାସ୍ କରାସ୍ ନାଇ ? ବଲିକରି ଜିସୁ ଆମ୍କେ କଇସି ।
ମୁଇ ତମର୍ ସଙ୍ଗ୍ ଆରି ଅଦିକ୍ ପର୍ କାତାବାର୍ତା କରି ନାପାରି । କାଇକେ ବଇଲେ, ଏ ଦୁନିଆର୍ ସାସନ୍କାରିଆ ଆଇଲାନି । ଆରି ମର୍ଟାନେ ତାର୍ କାଇ ଅଦିକାର୍ ନାଇ ।
ମୁଇ ଜେନ୍ତି ମର୍ ବାବାର୍ ଆଦେସ୍ ମାନିକରି ତବିର୍ ଅଇଆଚି । ସେନ୍ତି ତମେ ମର୍ ଆଦେସ୍ ମାନ୍ସା ବଇଲେ ମର୍ ଆଲାଦେ ତବିର୍ ଅଇକରି ରଇସା ।”
ସେ ଆସିକରି ଦୁନିଆର୍ ଲକ୍ମନ୍କେ ପାପ୍, ଦରମ୍ ଆରି ନିଆଇ ବିସଇର୍ ସାକି ଦେଇସି ।
ସେବେଲେ ପିଲାତ୍ ତାକେ ପାଚାର୍ଲା, “ଏନ୍ତି ବଇଲେ ତୁଇ କାଇ ଗଟେକ୍ ରାଜା ନଉଁସ୍ କି ?” ଜିସୁ କଇଲା, “ତୁଇସେ ମକେ ରାଜା ବଲି କଇଲୁସ୍ନି । ମୁଇ ସତ୍ ବାଟେ ସାକି ଦେବାକେ ଆକା ଜନମ୍ କରି, ଏ ଦୁନିଆଇ ଆସିଆଚି । ଜନ୍ଲକ୍ମନ୍ ସତ୍ କଜ୍ଲାଇନି, ସେମନ୍ସେ ମର୍ କାତା ସୁନ୍ବାଇ ।”
ଜେତ୍କି ଲକ୍ ପର୍ମେସରର୍ ଅଇଲାଇ ଆଚତ୍, ସେମନ୍ ପର୍ମେସରର୍ କାତା ସୁନ୍ବାଇ । ଆରି ତମେ ପର୍ମେସରର୍ତେଇଅନି ଆଇଲା ଲକ୍ ନୁଆସ୍ । ସେଟାର୍ପାଇ ତମେ ମର୍ ବାକିଅ ସୁନାସ୍ ନାଇ ।”
ମାତର୍ ସେମନ୍ ତାକେ ତର୍କେ ତର୍ ପାଚାରିଲାଗି ରଇଲାଇ ଜେ ସେ ଟିଆଅଇ କଇଲା, “ ଇତି ମୁଲ୍କେ ପାପ୍ ନ କଲା ଲକ୍ କେ ଆଚାସ୍ ବଇଲେ ସେ ଆଗ୍ତୁ ଆସିକରି ତାକେ ପାକ୍ନା ମାର ।”
କିରିସ୍ଟକେ କାଇ ପାପ୍ ନ ରଇଲା । ମାତର୍ ଆମର୍ ପାପର୍ ପାଇ ଆକା ସେ ଡଣ୍ଡ୍ ପାଅ ବଲି ପର୍ମେସର୍ ଟିକ୍ କଲା । କିରିସ୍ଟ ସଙ୍ଗ୍ ମିସ୍ଲାର୍ପାଇ ଏବେ ପର୍ମେସର୍ ଆମ୍କେ ଦରମ୍ ଲକ୍ ଇସାବେ ଦେକ୍ଲାନି ।
ସେ ଆମର୍ ବାଦୁଲେ ବଡ୍ ପୁଜାରିଅଇ ପର୍ମେସରର୍ ମୁଆଟେ ଗାଲାଆଚେ । ଆରି ଜେତ୍କି ରକାମ୍ ପରିକା, ଜେତେକ୍ କସ୍ଟ ଆମେ ପାଇଲୁନି, ସେଟା ଆମର୍ ବଡ୍ ପୁଜାରି ସବୁବେଲେ ଆମର୍ ସଙ୍ଗ୍ ମିସିକରି କଲାନି । କାଇକେବଇଲେ ଜେତ୍କି ସବୁ ଆମେ କଲୁନି, ସେଟା ସବୁଜାକ ସେ ମିସା କଲା । ମାତର୍ ସେ କେଡେବେଲେ ମିସା ପାପ୍ କରେ ନାଇ ।
ତେବର୍ପାଇ ଜିସୁ ଅଇଲାନି ଆମର୍ ବଡ୍ ପୁଜାରି । ସେ ଆମର୍ପାଇ ସମାନ୍ ଆଚେ । କାଇକେବଇଲେ ସେ ସୁକଲ୍, ତାର୍ଟାନେ କାଇ ବୁଲ୍, କି ପାପ୍ ନାଇ । ଆମର୍ ପାପିମନର୍ଟାନେଅନି ସେ ପୁରାପୁରୁନ୍ ବିନ୍ଆଚେ । ଆରି ପର୍ମେସର୍ ତାକେ ସରଗ୍ ଜେତ୍କି ଜାଇ ଉଟାଇଆଚେ ।
ସେ କେବେ ପାପ୍କରି ନ ରଇଲା ଆରି ତାର୍ ଟଣ୍ଡେଅନି ଗଟେକ୍ ମିସା ମିଚ୍କାତା ନ ବାରଇ ରଇଲା ।