45 ଏବେ ମୁଇ ସବୁବେଲା ସତ୍କାତା କଇଲିନି ମିସା ତମେ ମକେ ବିସ୍ବାସ୍ କରାସ୍ନାଇ ।
ସେବେଲେ ପିଲାତ୍ ତାକେ ପାଚାର୍ଲା, “ଏନ୍ତି ବଇଲେ ତୁଇ କାଇ ଗଟେକ୍ ରାଜା ନଉଁସ୍ କି ?” ଜିସୁ କଇଲା, “ତୁଇସେ ମକେ ରାଜା ବଲି କଇଲୁସ୍ନି । ମୁଇ ସତ୍ ବାଟେ ସାକି ଦେବାକେ ଆକା ଜନମ୍ କରି, ଏ ଦୁନିଆଇ ଆସିଆଚି । ଜନ୍ଲକ୍ମନ୍ ସତ୍ କଜ୍ଲାଇନି, ସେମନ୍ସେ ମର୍ କାତା ସୁନ୍ବାଇ ।”
ଏ ଦୁନିଆର୍ ଲକ୍ମନ୍ ତମ୍କେ ଗିନ୍ ନ କରତ୍, ମାତର୍ ମକେ ଗିନ୍ କର୍ବାଇ । କାଇକେ ବଇଲେ ସେମନ୍ କର୍ବା କାମ୍ମନ୍ କାରାପ୍ ବଲି ମୁଇ ଜାନାଇଲିନି ।
ତମର୍ ବିତ୍ରେ ଅନି କେମିସା ଗଟେକ୍ ଲକ୍ ମୁଇ ପାପ୍ କଲିଆଚି ବଲି ମକେ ଦସି କରାଇପାରେ କି ? ଆରି ମୁଇ ଜଦି ସତ୍କାତା କଇଲିନି ବଇଲେ, ତମେ କାଇଜେ ବିସ୍ବାସ୍ କରାସ୍ ନାଇ ?
ମାତର୍ ମୁଇ ଏବେ ସତ୍ କଇଲାର୍ ପାଇ, କାଇ ତମର୍ ସତ୍ରୁ ଅଇଗାଲି ଆଚି କି ?
କେତେ କେତେ ଲକ୍ମନ୍ ସେ କର୍ବା କାମେ ଜାଇ କିଲ୍ବିଲ୍ ଅଇବାଇ ଆରି ନସ୍ଟ ଅଇଜିବାଇ । ଜନ୍ ସତ୍ ମାନିକରି ସେବାଟେ ଗାଲେ, ସେମନ୍ ନ ସର୍ବା ଜିବନ୍ ପାଇତାଇ, ସେଟା ଚାଡିଦେଇରଇବା ଲାଗି ସେମନ୍କେ ଏ ଦସା ଅଇସି ।