43 ତମେ କାଇକେ ମର୍ କାତା ବୁଜି ନାପାର୍ଲାସ୍ନି ? କାଇକେ ବଇଲେ ତମେ ମର୍ ସିକିଆ ସୁନି ତବିର୍ଅଇ ରଇ ନାପାର୍ଲାସ୍ନି ।
କାଇକେ ବଇଲେ ସେମନର୍ ବୁଦି ଉନା । ସେମନ୍ କାନେ ଚୁଟିଅଇ ଦେଇଆଚତ୍ ଆରି ଆଁକି ଲିମିଦେଇ ଆଚତ୍ । ସେନ୍ତାର୍ ନ ଅଇରଇଲେ ସେମନ୍ ଦେକିପାର୍ତାଇ, ସୁନିପାର୍ତାଇ ଆରି ମର୍ ଲଗେ ବାଉଡି ଆଇତାଇ । ସେମନ୍କେ ମୁଇ ନିକ କରିଦେଇତି ।
ମୁଇ ତମ୍କେ ସତ୍ କଇଲିନି ଏନ୍ତି ଗଟେକ୍ ବେଲା ଆଇଲାନି, ସେ ବେଲା ଏବେ କେଟିଆଚେ । ଜେଡେବେଲା ମଲା ଲକ୍ମନ୍ ପର୍ମେସରର୍ ପିଲା ମର୍ କଁଟର୍ ସର୍ ସୁନ୍ବାଇ, ସେମନ୍ ଜିବନ୍ ଅଇ ଉଟ୍ବାଇ ।
ମୁଇ ମର୍ ବାବା ପର୍ମେସରର୍ ଅଦିକାର୍ ପାଇ ଆଇଲିଆଚି । ମାତର୍ ତମେ ମକେ ନାମାସ୍ ନାଇ । ମାତର୍ ଜେଡେବେଲା କେ ମିସା ବିନ୍ ଲକ୍ ନିଜେ ମନ୍କରି ଆଇଲେ ତାକେ ଡାକିନେଲାସ୍ନି ।
ଜିସୁର୍ ସିସ୍ମନର୍ ବିତ୍ରେ ଅନି କେତେକ୍ ଲକ୍ ଏ କାତା ସୁନିକରି କଇଲା, “ଏ ସିକିଆ ମୁଲ୍କେ ବୁଜି ନଇଲାନି । ସେଟାର୍ପାଇ କେ ଏଟା ନାମ୍ସି ?”
ଜେ ଜଦି ପର୍ମେସର୍ ମନ୍କଲାଟା ପୁରୁନ୍ କର୍ବାକେ ମନ୍ କର୍ସି ବଇଲେ ସେ ଜାନିପାର୍ସି, ମୁଇ ଦେଇତେରଇବା ସିକିଆ ପର୍ମେସରର୍ ଟାନେ ଅନି ଆଇଲାନି କି ସେଟା ମର୍ ନିଜର୍ ବପୁର୍ ସଙ୍ଗ୍ କଲିନି ବଲି ।
ମାତର୍ ଜିସୁ ତାର୍ ବାବାର୍ ବିସଇ ଏନ୍ତାରି କଇଲାନି ବଲି ସେମନ୍ ମୁଲ୍କେ ବୁଜି ନାପାର୍ଲାଇ ।
ଜିଉଦି ଲକ୍ମନ୍ ତାକେ କଲାଇ, “ଆମେ ଅବ୍ରାଆମର୍ ନାତିତିତିମନ୍, ଆରି ଆମେ କେବେ ମିସା କାର୍ ଗତିଅଇ ରଉନାଇ, ଏନ୍ତି ବଇଲେ ତମେ କେନ୍ତି ମୁକଲ୍ସା ବଲି କଇଲୁସ୍ନି ? ଏ କାତାର୍ ଅରତ୍ କାଇଟା ?”
ଜିଉଦି ଲକ୍ମନ୍ ତାକେ କଇଲାଇ, “ଆମର୍ ବାବା ଅବ୍ରାଆମ୍ ।” ଜିସୁ କଇଲା, “ତମେ ଜଦି ସତଇସେ ଅବ୍ରାଅମର୍ ନାତିତିତି ଅଇରଇତାସ୍ ବଇଲେ, ଅବ୍ରାମ୍ କରିରଇଲା କାମ୍ମନ୍ କର୍ତାସ୍ ।
ତିପାନ୍ ଆରି କଇଲା, “ତମେ ବିଲ୍କୁଲ୍ କାତା ନ ମାନ୍ବା ଲକ୍ମନ୍ ।” ତମର୍ ମନ୍ ଡାଟ୍ ଅଇଗାଲା ଆଚେ । ମାପ୍ରୁର୍ ବାକିଅର୍ପାଇ ପୁରାପୁରୁନ୍ ବଇରା ଅଇଆଚାସ୍ । ତମେ ସମାନ୍ ତମର୍ ଆନିଦାଦିମନର୍ ପାରା । ସବୁବେଲେ ସୁକଲ୍ ଆତ୍ମାକେ ବିରୁଦ୍ କଲାସ୍ନି ।
କେ ମିସା ଗିଆନ୍ ରଇବା ଲକ୍ ନାଇ । ସତଇସେ ପରମେସର୍କେ ଉପାସନା କର୍ବା ଲକ୍ ନାଇ ।