ଜଅନ୍ 8:38 - ସତିଅର୍ ବାଟ୍ ନୁଆ ନିୟମ୍ 202038 ମୁଇ ମର୍ ବାବା ସଙ୍ଗ୍ ରଇଲାବେଲେ ମକେ ସେ ଜାଇଟା ଦେକାଇଆଚେ, ସେଟା ତମ୍କେ କଇଲିନି । ମାତର୍ ତମର୍ ବାବା ତମ୍କେ ଜାଇଟା ସିକାଇଆଚେ, ସେଟା କଲାସ୍ନି ।” အခန်းကိုကြည့်ပါ။ |
ସଇତାନ୍ ଅଇଲାନି ତମର୍ ବାବା । ଆରି ତମେ ସେ କର୍ବା କାରାପ୍ କାମ୍ମନ୍ କର୍ବାକେ ମନ୍ କଲାସ୍ନି । ସେ ଆଗ୍ତୁଅନି ଲକ୍ମନ୍କେ ନସ୍ଟ କଲାନି, ଆରି ସେ ସତ୍ ବିସଇ ଗିନ୍ କଲାନି । ତାର୍ତେଇ ସତ୍ ବିସଇ ନାଇ । ଜେଡେବେଲା ସେ ମିଚ୍ କଇଲାନି, ସେବେଲା ସେ ନିଜର୍ ଗୁନ୍ ଚଲନ୍ଅନି ସେନ୍ତି କଇଲାନି । କାଇକେ ବଇଲେ ସେ ମିଚ୍ କଇବା ଲକ୍, ଆରି ମିଚ୍ କଇବା ଲକ୍ମନର୍ ବାବା ।