ଜଅନ୍ 8:37 - ସତିଅର୍ ବାଟ୍ ନୁଆ ନିୟମ୍ 202037 ତମେ ଅବ୍ରାଅମ୍ କୁଟୁମର୍ ଲକ୍ମନ୍ ବଲି ମୁଇ ଜାନିଆଚି, ଅଇଲେ ମିସା ତମର୍ ବିତ୍ରେଅନି କେତେ ଲକ୍ମନ୍ ମକେ ମରାଇବାକେ ଚେସ୍ଟା କଲାସ୍ନି । କାଇକେ ବଇଲେ ମର୍ ସିକିଆ ତମେ ମାନାସ୍ ନାଇ । အခန်းကိုကြည့်ပါ။ |
ଏ ଆଲାଦର୍ ପିଲାଟକିମନ୍, ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ ତମେ ବାବା ପର୍ମେସର୍କେ ଜାନିଆଚାସ୍ । ଏ ବଡ୍ ଲକ୍ମନ୍ ମୁଇ ତମ୍କେ ଲେକ୍ଲିନି । କାଇକେବଇଲେ ତମେ କିରିସ୍ଟକେ ଜାନ୍ବା ଲକ୍ ଅଇଆଚାସ୍ । କାଇଟା ତିଆର୍ ନ ଅଇବା ଆଗ୍ତୁ ସେ ରଇଲା । ଏ ଦାଙ୍ଗ୍ଡାମନ୍ ମୁଇ ତମ୍କେ ଲେକ୍ଲିନି, କାଇକେବଇଲେ ତମେ ବିସ୍ବାସେ ଡାଟ୍ ଅଇଆଚାସ୍ । ପର୍ମେସରର୍ ବାକିଅ ସବୁବେଲେ ତମର୍ ମନେ ଆଚେ । ଆରି ସବୁ ରକାମ୍ ପାପ୍ କାମ୍ କରାଇବା ସଇତାନ୍କେ ଆରାଇଆଚାସ୍ ।