35 ଗତିଦାଙ୍ଗ୍ଡା ଗଟେକ୍ ଗରେ ସବୁ ଦିନର୍ପାଇ ନ ରଏ । ମାତର୍ ସେ ଗରର୍ ପିଲାସେ ସବୁଦିନର୍ପାଇ ରଇସି ।
ସେବେଲେ ତାର୍ ବାବା ବଡ୍ ପଅକେ କଇଲା, “ଏ ନୁନା ତୁଇତା ସବୁ ବେଲା ମର୍ ସଙ୍ଗ୍ ରଇଲୁସ୍ନି ଆରି ମର୍ ଜେତ୍କି ଦନ୍ ଆଚେ ସେଟା ସବୁ ତର୍ଟାସେ ।
କାଇକେବଇଲେ ତମେ ମରିକରି ପର୍ମେସରର୍ ମୁଆଟେ କିରିସ୍ଟର୍ ସଙ୍ଗ୍ ମିସିରଇବା ଜିବନ୍ ବିତାଇଲାସ୍ନି । ସେ ଜିବନ୍ ଲୁଚିକରିଆଚେ ।
ମାତର୍ ଜିସୁ କେବେ ନ ମରେ । ଆରି ପୁଜାରି ଇସାବେ ରଇବା ତାର୍ କାମ୍ ଆରି କାକେ ମିସା ଦିଆ ନ ଅଏ ।