ଜଅନ୍ 8:28 - ସତିଅର୍ ବାଟ୍ ନୁଆ ନିୟମ୍ 202028 ସେଟାର୍ପାଇ ସେ ସେମନ୍କେ କଇଲା, “ତମେ ନର୍ପିଲା ମକେ କୁର୍ସେ କୁଟି ମାରି ଉଟାଇଲାବେଲେ ଜାନ୍ସା, ସେ ନିଜେ ମୁଇ ସେ । ମୁଇ ନିଜର୍ ଅଦିକାରେ କାଇଟା କରି ନାପାରି, ମର୍ ବାବାର୍ ଟାନେଅନି ଜାଇଟା ସିକ୍ଲି ଆଚି, ସେଟାସେ କଇଲିନି, ସେଟା ତମେ ବୁଜ୍ସା । အခန်းကိုကြည့်ပါ။ |