22 ଜିସୁ ଏନ୍ତି କଇଲାକେ ଜିଉଦି ନେତାମନ୍ ନିଜର୍ ନିଜର୍ ବିତ୍ରେ କୁଆବଲା ଅଇଲାଇ, “ସେ କାଇକେ ମୁଇ ଜନ୍ ଜାଗାଇ ଗାଲିନି, ତମେ ତେଇ ଜାଇନାପାରାସ୍ ବଲି କଇଲାନି ? ଜିସୁ କାଇ ନିଜେ ଉଚ୍କି ଅଇ ମର୍ବାକେ ମନ୍ କଲାନି କି ?”
ଜିରୁସାଲମର୍ ଜିଉଦି ନେତାମନ୍, କେତେଟା ଦରମ୍ ଗୁରୁମନ୍କେ ଆରି ଲେବି ଦଲର୍ ଲକ୍ମନ୍କେ ଡୁବନ୍ ଦେଉ ଜଅନର୍ ଲଗେ “ତମେ କେ ?” ବଲି ପାଚାର୍ବାକେ ପାଟାଇଲାଇ ।
ସେମନର୍ ବିତ୍ରେ କେତେକ୍ ଲକ୍ କଇବାର୍ ଦାର୍ଲାଇ, “ତାକେ ଡୁମା ଦାରିଆଚେ, ସେ ବାୟାଟା, କାଇକେ ତାର୍ କାତା ସୁନ୍ଲାସ୍ନି ?”
ଲକ୍ମନ୍ ତାକେ କଇଲାଇ, “ତକେ ଡୁମା ଦାର୍ଲା ଆଚେ । କେ ତକେ ମରାଇବାକେ ଚେସ୍ଟା କଲାନି ?”
ଜିଉଦି ନେତାମନ୍ ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ “ଏନ୍ତି ବଇଲେ ଏ ଲକ୍ କନ୍ତି ଜାଇସିଜେ ଆମେ ତାକେ କଜି ନାପାରୁ । ସେ କାଇ ଗିରିକ୍ ନଅରେ ଜାଇକରି ଏନେ ତେନେ ଅଇରଇବା ଆମର୍ ଲକ୍ମନ୍କେ ସିକିଆ ଦେଇସି କି ?
ଜିଉଦିମନ୍ ଜିସୁକେ ପାଚାର୍ଲାଇ, “ତୁଇ ଗଟେକ୍ ସମିରଣିୟ ଲକ୍, ତକେ ଗଟେକ୍ ଡୁମା ଦାର୍ଲା ଆଚେ ବଲି ଆମେ କଇଲା କାତା ସତ୍ ନଏଁ କି ?”
ସେମନ୍ ଜିସୁକେ କଇଲାଇ, “ଏବେ ଆମେ ଜାନ୍ଲୁ ତକେ ଗଟେକ୍ ଡୁମା ଦାର୍ଲା ଆଚେ । ଅବ୍ରାଆମ୍ ଆରି ବବିସତ୍ବକ୍ତାମନ୍ ମରିଗାଲାଇ ଆଚତ୍, ମାତର୍ ତୁଇ କଇଲୁସ୍ନି ଜଦି କେ ମିସା ମର୍ କାତା ମାନ୍ସା ବଇଲେ ସେ କେବେ ମିସା ନ ମରେ ବଲି ।”
ବାବିଦେକା, ସେ କେତେକ୍ ଦୁକ୍ କସ୍ଟ ପାଇଆଚେ । ସେ ପାପିମନର୍ ଟାନେଅନି କେତେକ୍ ଉଡା ସୁନିଆଚେ । ଜେନ୍ତାର୍କି ଆସା ନ କରି ଚାଡି ଦିଆସ୍ ନାଇ ।
ତେବର୍ପାଇ ନଅରର୍ ବାଇରେ ଜୁ । ଆରି ତାକେ ଆମେ ବିସ୍ବାସ୍ କଲାର୍ପାଇ, ଲକ୍ମନ୍ ଜେତ୍କି ନିନ୍ଦା କଲାଟା ଆମେ ମୁର୍ଚିକରି ରଉ ।