20 ଜିସୁ ମନ୍ଦିରର୍ ଦାନ୍ ସଙ୍ଗଇବା ପେଡିମନ୍ ରଇବା ଆକ୍ରାଇ ଏ ସବୁ ବିସଇ ସିକିଆ ଦେଇତେରଇଲା । ଆରି କେ ମିସା ତାକେ ବନ୍ଦି କରି ନାପାର୍ଲାଇ । କାଇକେବଇଲେ ତାର୍ ବେଲା କେଟି ନ ରଇଲା ।
ତାର୍ ପଚେ ଜିସୁ ତେଇ ଟୁଲ୍ଅଇରଇବା ଲକ୍ମନ୍କେ କଇଲା, “ମୁଇ କାଇ ଗଟେକ୍ ପାଲାଇବା କାଙ୍ଗାର୍ଜେ ଟେଙ୍ଗ୍ ଡାଙ୍ଗ୍ ଆରି କାଣ୍ଡା ଦାରି ମକେ ଦାର୍ବାର୍ ଆସିଆଚାସ୍ ? ମୁଇ ସବୁ ଦିନ୍ ମନ୍ଦିରେ ବସି ସିକିଆ ଦେଇତେ ରଇଲି, ସେବେଲେତା ମକେ ଦାରାସ୍ ନାଇ !
ମୁକିଅ ପୁଜାରିମନ୍ ଜିଉଦା ପିଙ୍ଗି ରଇଲା ରୁପାଟାଙ୍ଗାମନ୍ ଟୁଲିଆଇ କଇଲା, “ଏଟା ବନିର୍ ମୁଲିଅ, ଏଟା ମନ୍ଦିରର୍ ଦାନ୍ଦେବା ଜାଗାଇ ସଙ୍ଗଇବାଟା ନିୟମ୍ ବିରୁଦର୍ କାମ୍ ।”
ଜିସୁ ମନ୍ଦିର୍ ବିତ୍ରେ ଜାଇକରି ଚାନ୍ଦାଦେବା ପେଡିଲଗେ ବସିକରି ଲକ୍ମନ୍ ପର୍ମେସର୍କେ କେନ୍ତି ଚାନ୍ଦା ଦେଲାଇନି ବଲି ଦେକ୍ତେରଇଲା । ସାଉକାର୍ ଲକ୍ମନ୍ ଲଚେକ୍ ଲଚେକ୍ ଡାବୁ ଦେବାଟା ଦେକ୍ଲା ।
ତାର୍ପଚେ ଜିସୁ ତାର୍ ସିସ୍ମନ୍କେ ଲଗେ ଡାକି କଇଲା, “ମୁଇ ତମ୍କେ ସତ୍ କାତା କଇଲିନି, ଏ ସବୁ ସାଉକାର୍ ଲକ୍ମନ୍ ଦେଲା ଡାବୁତେଇଅନି, ଏ ଅର୍କିତ୍ ରାଣ୍ଡି ମାଇଜି ଅଦିକ୍ ଦେଲାଆଚେ ।
ସେବେଲା ସାସ୍ତର୍ ସିକାଉମନ୍ ଆରି ମୁକିଅ ପୁଜାରିମନ୍ ଜିସୁର୍ କାତାନି ସୁନି, ତାକେ ଦାପ୍ରେ ବନ୍ଦି କର୍ବାକେ ବାଟ୍ କଜ୍ତେ ରଇଲାଇ । କାଇକେ ବଇଲେ ଜିସୁ କଇବା ଅଙ୍ଗୁର୍ ବାଡର୍ କାତା, ସେମନର୍ ବିସଇନେଇ କଇଲାନି ବଲି ବୁଜ୍ଲାଇ । ମାତର୍ ସେମନ୍ ଲକ୍ମନ୍କେ ଡର୍ତେ ରଇଲାଇ ।
ତାର୍ ପଚେ ଜିସୁ ଚାରିବେଡ୍ତି ଦେକ୍ଲା ଆରି ସାଉକାର୍ ଲକ୍ମନ୍ ମନ୍ଦିରର୍ ପେଟିଆଟାନେ ଦାନ୍ ଦେବାଟା ଦେକ୍ଲା ।
ସେମନ୍ ଆରିତରେକ୍ ଜିସୁକେ ଦାର୍ବାକେ ଚେସ୍ଟା କଲାଇ, ମାତର୍ ଜିସୁ ସେମନ୍କେ ଦାରାଇ ନ ଅଇକରି କସ୍ରି ଉଟିଗାଲା ।
ଜିସୁ ତାକେ କଇଲା, “ଏ ମାଆ, ମର୍ଟାନେ ତର୍ କାଇଟା ଆଚେ ? ତୁଇ ମକେ କାଇଟା ମିସା କର୍ବାକେ କଅ ନାଇ । ମର୍ ବେଲା ଏବେ ଜାକ ଆସେ ନାଇତା ।”
ଆରି ପରବ୍ ଅଦାଅଦି ସାରିଗାଲା ପଚେ, ଜିସୁ ମନ୍ଦିର୍ ବିତ୍ରେ ଜାଇକରି ଲକ୍ମନ୍କେ ସିକିଆ ଦେବାର୍ ଦାର୍ଲା ।
ଜିସୁ ଏ କାତା କଇବାବେଲେ, ସେମନ୍ ସୁନିକରି ତାକେ ଦାର୍ବାକେ ଚେସ୍ଟା କଲାଇ । ମାତର୍ କେ ମିସା ଚିଇ ନାପାର୍ଲାଇ । କାଇକେ ବଇଲେ ସେଡ୍କି ବେଲା ଜାକ ତାର୍ ବେଲା କେଟି ନ ରଇଲା ।
ଆରି ଲକ୍ମନର୍ ବିତ୍ରେଅନି କେତେ ଲକ୍ ଜିସୁକେ ବାନ୍ଦାଇ ଅ ବଲି ମନ୍ କର୍ତେରଇଲାଇ । ମାତର୍ କେ ମିସା ତାକେ ଦାରି ନାପାର୍ଲାଇ ।
ତମେ ପରବ୍ କର୍ବାକେ ଜାଆ, ମୁଇ ଜାଇ ନାପାରି । କାଇକେ ବଇଲେ ଏବେ ଜାକ ମର୍ ସମାନ୍ ବେଲା ଆସେ ନାଇତା ।”
ତାର୍ ଆର୍କର୍ ଦିନର୍ ସାକାଲେ ସେ ମନ୍ଦିରେ ବାଉଡି ଆଇଲା ଆରି ତେଇ ସବୁଲକ୍ ତାର୍ଲଗେ ରୁଣ୍ଡ୍ଲାଇଜେ, ସେ ବସିକରି ସେମନ୍କେ ସିକାଇବାର୍ ଦାର୍ଲା ।
ଜିସୁ ଏ କାତା କଇବାବେଲେ ସେମନ୍ ତାକେ ମାର୍ବାକେ ପାକ୍ନା ବେଟ୍ଲାଇ, ମାତର୍ ଜିସୁ, ମନ୍ଦିରେ ଅନି ବାରଇ ଲକ୍ମନର୍ ବିତ୍ରେ ପୁରି ଉଟିଗାଲା ।