ଜଅନ୍ 8:19 - ସତିଅର୍ ବାଟ୍ ନୁଆ ନିୟମ୍ 202019 ଲକ୍ମନ୍ ଜିସୁକେ ପାଚାର୍ଲାଇ “ତର୍ ବାବା କନ୍ତି ଆଚେ ?” ଜିସୁ ସେମନ୍କେ କଇଲା, “ତମେ ମକେ ନାଜାନାସ୍ ଆରି ମର୍ ବାବାକେ ମିସା ନାଜାନାସ୍ । ତମେ ଜଦି ମକେ ଜାନିରଇତାସ୍ ବଇଲେ ମର୍ ବାବାକେ ମିସା ଜାନ୍ତାସ୍ ।” အခန်းကိုကြည့်ပါ။ |
ପର୍ମେସରର୍ ମଇମାର୍ ଉଜଲ୍ ମାପ୍ରୁ ଜିସୁର୍ଟାନେ ଡିସ୍ସି । ପର୍ମେସର୍ ଜେନ୍ତାରି ଆଚେ, ତାର୍ ପଅ ସେନ୍ତାରିସେ । ଜନ୍ ବପୁର୍ ବାକିଅ ପଅ କାତା ଅଇସି, ସେ ବାକିଅ ସଙ୍ଗ୍ ତିଆର୍କଲାଟା ସେ ସାସନ୍ କର୍ସି । ଆମର୍ ପାପର୍ ଲାଗି କେମା କରିସାରାଇଲା ପଚେ, ସେ ସର୍ଗେ ବାଅଡ୍ଲା । ଆରି ସବୁର୍ତେଇଅନି ବପୁ ରଇବା ପର୍ମେସରର୍ ଉଜାବାଟେ ସାସନ୍ କର୍ବାକେ ବସ୍ଲା ।