15 ଆରି ତମେ ମକେ ଲକ୍ମନର୍ ଇସାବେ ବିଚାର୍ କଲାସ୍ନି । ମାତର୍ ମୁଇ କାକେ ବିଚାର୍ ନ କରି ।
ଏଟା ସୁନି ଜିସୁ ତାକେ କଇଲା, “ଏ ମଇତର୍, ତମର୍ ବିତ୍ରେ ନିଆଇ କର୍ବାକେ ଆରି ଦନ୍ସଁପତି ବାଗ୍ବାଟା କରିଦେବାକେ ମକେ କେ ଅଦିକାର୍ ଦେଲାଆଚେ ?”
ଜେ ମର୍ ବାକିଅ ସୁନି ନ ମାନେ, ମୁଇ ତାର୍ ବିଚାର୍ ନ କରି । କାଇକେବଇଲେ ମୁଇ ଜଗତର୍ ଲକ୍ମନ୍କେ ବିଚାର୍ କର୍ବାର୍ ଆସିନାଇ, ମାତର୍ ସେମନ୍କେ ରକିଆ କର୍ବାର୍ ଆସିଆଚି ।
ଜିସୁ କଇଲା “ମର୍ ରାଇଜ୍ ଏ ଦୁନିଆର୍ ରାଇଜ୍ପାରା ନଏଁ । ଜଦି ମର୍ ରାଇଜ୍ ଏ ଦୁନିଆର୍ ରାଇଜ୍ ପାରା ଅଇତା, ସେନ୍ତାର୍ଆଲେ ମର୍ ସିସ୍ମନ୍ ମର୍ବାଟେ ଅଇ ଜୁଇଦ୍ କର୍ତାଇ । ଆରି ମକେ ଜିଉଦି ନେତାମନର୍ ଟାନେ ସର୍ପି ନ ଦେଇତାଇ । ମାତର୍ ମର୍ ରାଇଜ୍ ଏ ଦୁନିଆର୍ ରାଇଜ୍ପାରା ନଏଁ ।”
ପର୍ମେସର୍ ତାର୍ ପିଲାକେ ଏ ଦୁନିଆଇ ବିଚାର୍ କର୍ବାକେ ପାଟାଏନାଇ, ମାତର୍ ତାର୍ ଲାଗି ଦୁନିଆ ରକିଆ ପାଅ ବଲି ପାଟାଇ ଆଚେ ।
ବାଇରର୍ ବିସଇ ଦେକିକରି କାଇ ବିଚାର୍ କରାନାଇ । ଜନ୍ଟା ଟିକ୍, ସେ ଇସାବେ ବିଚାର୍ କରା ।”
ସେ କଇଲା, “ନାଇ ମାପ୍ରୁ କେ ମିସା ମକେ ଦସି ବଲି ବିଚାର୍ କରତ୍ ନାଇ ।” ଜିସୁ ତାକେ କଇଲା, “ମୁଇ ମିସା ତକେ ଦସି ବଲି ବିଚାର୍ ନ କରି । ମାତର୍ ଜା ଆରି ପାପ୍ କର୍ ନାଇ ।”
ତେବେ ଏ ମର୍ ମଇତର୍ମନ୍, ତମେ କାଇ ବିନ୍ ଲକର୍ ବିଚାର୍ କଲାସ୍ନି କି ? ତମେ ଜେ ଅଇରଇଲେ ମିସା, ଏନ୍ତି କର୍ବାଟା ଟିକ୍ ନଏଁ । ବିନ୍ ଲକର୍ ଦସ୍ଦାରି ତମେ ଜଦି ନିଜେ ସେ ଦସ୍ କର୍ତେ ରଇସା ବଇଲେ, ତମେ ନିଜେ, ନିଜ୍କେ ଦସି ବଲାଇ ଅଇଲାସ୍ନି ।
ମାତର୍ ଜନ୍ଲକ୍ମନ୍ ଆତ୍ମା ପାଇଆଚତ୍, ସେ ସବୁ ବିସଇର୍ ମୁଲିଅ, ସତ୍ ବାବେ ବିଚାର୍ କର୍ସି । ଏଲେ ମିସା ତାକେ କେ ବିଚାର୍ ନ କରତ୍ ।
ଏ ଜଗତର୍ ଲକ୍ମନ୍ ବିଚାର୍ କଲାପାରା ଆମେ ଲକ୍ମନ୍କେ ବିଚାର୍ନା କରୁନାଇ । ପୁର୍ବେ ଆମେ କିରିସ୍ଟକେ ମିସା ଏ ଜଗତର୍ ଲକ୍ ବିଚାର୍ କଲାପାରା କର୍ତେରଇଲୁ । ମାତର୍ ଏବେ ଆମେ ସେନ୍ତି କରୁନାଇ ।
ସେନ୍ତାର୍ ଆଲେତା ତମେ ନିଜର୍ ନିଜର୍ ବିତ୍ରେ ବଡ୍ସାନ୍ ବଲିକରି ଅଲ୍ଗା ଇସାବେ ଦେକ୍ଲାସ୍ନି । ଆରି କାରାପ୍ ଇସାବେ ମୁ ଦେକି, ବିଚାର୍ କଲାସ୍ନି ।