50 ତେଇ ସେ ଦଲେଅନି ନିକଦିମ ନାଉଁର୍ ଗଟେକ୍ ନେତା ରଇଲା । ସେ ତରେକ୍ ଜିସୁକେ ଦେକ୍ବାର୍ ଜାଇରଇଲା । ସେ କଇଲା,
ନିକଦିମ ମିସା ଜସେପର୍ ସଙ୍ଗ୍ ଗାଲା । ଏ ନିକଦିମ ଗଟେକ୍ ରାତି ଜିସୁକେ ମିସ୍ବାର୍ ଜାଇରଇଲା । ସେ ଜିସୁର୍ ଗାଗ୍ଡେ ଲାଗାଇବାକେ ଗନ୍ଦ୍ରସ୍ ଆରି ଅଙ୍ଗୁର୍ ମିସାଇଲା ବାସ୍ନା ଚିକନ୍ ତିରିସ୍ କେଜି ଆନିରଇଲା ।
ମାତର୍ ଏ ଲକ୍ମନ୍, ମସାର୍ ନିୟମ୍ ନାଜାନତ୍ । ତେବର୍ ପାଇ ଏମନ୍ ସବୁ ଅବିସାପ୍ ପାଇରଇବା ଲକ୍ ।”