48 ଆରି ପାଚାର୍ଲାଇ, “ଗଟେକ୍ ନେତା ନଅଇଲେ ଗଟେକ୍ ପାରୁସି ତାକେ ବିସ୍ବାସ୍ କରିଆଚତ୍ ବଲି ତମେ ସୁନିଆଚାସ୍ କି ?
ଜିସୁ ସେବେଲାଇ ପାର୍ତନା କରି କଇଲା, “ଏ ବାବା, ତମେ ସରଗ୍ ଆରି ମଚ୍ପୁରର୍ ମାପ୍ରୁ । ଏ ସବୁ ବିସଇ ସିକ୍ଲା ଲକ୍ ଆରି ଗିଆନି ରଇବା ଲକର୍ତେଇଅନି ଲୁଚାଇ ସଙ୍ଗଇ, ନସିକ୍ଲା ଲକ୍ମନର୍ ତେଇ ଜାନାଇ ଆଚୁସ୍ ବଲି ମୁଇ ତମ୍କେ ଦନିଅବାଦ୍ ଦେଲିନି ।
ତାର୍ପଚେ ପିଲାତ୍ ମୁକିଅ ପୁଜାରିମନ୍କେ, ନେତାମନ୍କେ ଆରି ସବୁ ଲକ୍ମନ୍କେ ଗଟେକ୍ଟାନେ ରୁଣ୍ଡାଇକରି ସେମନ୍କେ କଇଲା,
ଏଲେ ମିସା ଜିଉଦି ନେତାମନର୍ ବିତ୍ରେଅନି କେତେ ଲକ୍ ତାକେ ବିସ୍ବାସ୍ କଲାଇ । ମାତର୍ ସେମନ୍ ପାରୁସି ମନର୍ଲାଗି ପାର୍ତନା ଗରେ ଅନି ବାର୍କରାଇଦେବାଇ ବଲି ଡରିକରି କାତାବାର୍ତା ନ ଅଇତେ ରଇଲାଇ ।
ପାରୁସିମନର୍ ବିତ୍ରେଅନି ନିକଦିମ ନାଉଁର୍ ଗଟେକ୍ ଲକ୍ ରଇଲା । ସେ ଜିଉଦି ମନର୍ ଗଟେକ୍ ନେତା ।
ଦେକା, ସବୁଲକର୍ଟାନେ ଏତ୍କି ସବୁ କଇପାକାଇଲାନି, ମାତର୍ ତାକେ ର ବଲିକରି କେ ମିସା ପଦେକ୍ କଅତ୍ନାଇ । ସତଇସେ ଏ ପର୍ମେସର୍ ପାଟାଇଲା ମସିଅ ବଲି ନେତାମନ୍ ଜାନିଆଚତ୍ କି ?
ମାତର୍ ଏ ଲକ୍ମନ୍, ମସାର୍ ନିୟମ୍ ନାଜାନତ୍ । ତେବର୍ ପାଇ ଏମନ୍ ସବୁ ଅବିସାପ୍ ପାଇରଇବା ଲକ୍ ।”
ତେଇ ସେ ଦଲେଅନି ନିକଦିମ ନାଉଁର୍ ଗଟେକ୍ ନେତା ରଇଲା । ସେ ତରେକ୍ ଜିସୁକେ ଦେକ୍ବାର୍ ଜାଇରଇଲା । ସେ କଇଲା,
ଏନ୍ତାରି ପର୍ମେସରର୍ ବାକିଅ ଗୁଲାଇବାଟର୍ ଲକ୍ ସୁନ୍ଲାଇ । ଜିରୁସାଲମେ ଅଦିକ୍ ଅଦିକ୍ ସିସ୍ମନ୍ ବଡ୍ବାର୍ ଦାର୍ଲାଇ, ବେସି ପୁଜାରିମନ୍ ମିସା ଜିସୁକେ ବିସ୍ବାସ୍ କଲାଇ ।
ତେବେ ଗିଆନ୍ ରଇବା ଲକ୍ମନର୍ ବିସଇ କାଇଟା କଇଅଇସି ? ସାସ୍ତର୍ ସିକାଉମନର୍ ବିସଇ କାଇଟା କଇ ଅଇସି ? ଆରି ଏ ଜୁଗର୍ ଦଦାପେଲା ଅଇବା ଲକ୍ମନର୍ ବିସଇ କାଇଟା କଇଅଇସି ? ପର୍ମେସର୍ ଏ ଜଗତର୍ ଗିଆନ୍ ରଇବା ଲକ୍ମନ୍କେ କାଇ ଲଡାକେ ନ ଆଇବାଟା ବଲି କଏ ନାଇ କି ?
ଏ ଜୁଗର୍ ଅଦିକାରିମନ୍କେ ମିସା ସେଟା ବୁଜତ୍ନାଇ । କାଇକେବଇଲେ ସେମନ୍ ସେଟା ଜାନିରଇଲେ ଡାକ୍ପୁଟା ମାପ୍ରୁକେ କୁର୍ସେ ମାରି ନ ରଇତାଇ ।