42 ସାସ୍ତରେ ଏନ୍ତି ଲେକା ଅଇଲା ଆଚେ, ପର୍ମେସର୍ ବାଚି ପାଟାଇଲା ରାଜା ମସିଅ, ଦାଉଦ୍ ରାଜାର୍ ଜାଗାଇ, ତାର୍ କୁଟୁମେ ବେତ୍ଲିଇମ୍ ଗଡେ ଜନମ୍ ଅଇ ଆଇସି । ” ବଲି କଇଲାଇ ।
ଏଟା ଅଇଲାନି ଜିସୁକିରିସ୍ଟର୍ ଆନିଦାଦିମନର୍ ନାଉଁ ତାଲିକା । ସେ ଦାଉଦ୍ ବଁସର୍ ରଇଲା ଆରି ଦାଉଦ୍ ଅବ୍ରାଆମ୍ ବଁସର୍ ରଇଲା ।
ପଣ୍ଡିତ୍ମନ୍ ଏରଦ୍ ରାଜାକେ କଇଲାଇ, ଜିଉଦା ରାଇଜର୍ ବେତ୍ଲିଇମ୍ ଗଡେ, ଜନ୍ଟାକି ଗଟେକ୍ ବବିସତ୍ବକ୍ତା ଏନ୍ତାରି ଲେକିଆଚେ ।
ଏ ଜିଉଦା ଦେସର୍ ବେତ୍ଲିଇମ୍, ତୁଇ ଜିଉଦା ରାଇଜର୍ ମୁକିଅ ଗଡ୍ମନର୍ତେଇ ଅନି ସାନ୍ ନଉଁସ୍, କାଇକେବଇଲେ ମର୍ ଇସ୍ରାଏଲର୍ ଲକ୍ମନ୍କେ ବାଟ୍ ଦେକାଇସି, ଏନ୍ତାରି ଗଟେକ୍ ସାସନ୍କାରିଆ ତର୍ତେଇଅନି ଉବଜ୍ସି ।
କାଇକେବଇଲେ, ଆଜିସେ ଦାଉଦ୍ ରାଜାର୍ ଜନମ୍ ନଅରେ ତମର୍ପାଇ ଗଟେକ୍ ଉଦାର୍କାରିଆ ଜନମ୍କଲା ଆଚେ, ସେ କିରିସ୍ଟ ମାପ୍ରୁ ।
ଆରି ଜସେପ୍ ମିସା ନାଉଁ ଲେକାଇବାକେ ମରିୟମର୍ ସଙ୍ଗ୍ ଗାଲିଲି ରାଇଜର୍ ନାଜରିତ୍ ନାଉଁର୍ ଗଟେକ୍ ନଅରେ ଅନି ଜିଉଦା ରାଇଜର୍ ବେତ୍ଲିଇମ୍ ବଲି ଦାଉଦ୍ ରାଜାର୍ ଜନମ୍ ନଅରେ ଗାଲାଇ । କାଇକେବଇଲେ, ଜସେପ୍ ଦାଉଦ୍ ବଁସର୍ ଆରି ସେ କୁଟୁମର୍ ଲକ୍ ରଇଲା ।
ଜେଡେବେଲେ ପର୍ମେସର୍ ପାଟାଇଲା ମସିଅ ଆଇସି, ସେଡ୍କିବେଲେ ସେ କନ୍ତି ଅନି ଆସିଆଚେ ବଲି କେ ମିସା ନାଜାନତ୍ । ମାତର୍ ଏ ଲକ୍ କନ୍ତିଅନି ଆସିଆଚେ, ସେଟା ଆମେ ସବୁ ଜାନୁ ।”