38 ଜେ ମକେ ବିସ୍ବାସ୍ କର୍ସି, ସେ ଆସି କାଅ । କାଇକେବଇଲେ ପର୍ମେସରର୍ ସାସ୍ତରେ ଏନ୍ତି ଲେକା ଆଚେ, ଜେ ମର୍ଟାନେ ବିସ୍ବାସ୍ କର୍ସି ତାର୍ ମନ୍ ବିତ୍ରେଅନି ନ ସାର୍ବା ଜିବନ୍ ଦେବା ପାନି ଉଚ୍ଲି କରି ବାରଇସି ।”
ଜିସୁ ତାକେ କଇଲା, “ପର୍ମେସର୍ ଦେବା ଦାନର୍ ବିସଇ, ତୁଇ ଅଲପ୍ ଆଲେ ଜାନି ରଇଲେ ଆରି ମୁଇ କେ ବଲି ଜାନ୍ତୁସ୍ ବଇଲେ ମକେ ମାଙ୍ଗ୍ତୁସ୍ । ଆରି ମୁଇ ତକେ ଜିବନ୍ ଦେବା ପାନି ଦେଇତି ।”
ମାତର୍ ମୁଇ ଜନ୍ ପାନି ଦେବି, ସେ ପାନି ଜେ କାଇସି ବଇଲେ, ତାକେ କେବେ ମିସା ସସ୍ ନ ଲାଗେ । ମୁଇ ଜନ୍ ପାନି ଦେବି, ସେଟା ଜିବନ୍ ଦେବା ପାନି ପାରା ଉଚ୍ଲି ଜାଇତେରଇସି । ତେଇ ଅନି ଜେ କାଇଲେ, ସେ ନ ସାର୍ବା ଜିବନ୍ ପାଇସି ।”
କାଇକେବଇଲେ, ଉଜ୍ଲେ ରଇଲେ ତେଇଅନି ସବୁ ରକାମର୍ ନିକ, ଦରମ୍, ଆରି ସତ୍ ବିସଇ ବାରଇସି ।