24 ବାଇରର୍ ବିସଇ ଦେକିକରି କାଇ ବିଚାର୍ କରାନାଇ । ଜନ୍ଟା ଟିକ୍, ସେ ଇସାବେ ବିଚାର୍ କରା ।”
ଜିରୁସାଲାମର୍ କେତେକ୍ ଲକ୍ କଇଲାଇ, “ସେ ଜିଉଦି ନେତାମନ୍ ଜନ୍ ଲକ୍କେ ମରାଇବାକେ ଚେସ୍ଟା କଲାଇନି, ଏ କାଇ ସେ ଲକ୍ ନଏଁଁ କି ?
ଆରି ତମେ ମକେ ଲକ୍ମନର୍ ଇସାବେ ବିଚାର୍ କଲାସ୍ନି । ମାତର୍ ମୁଇ କାକେ ବିଚାର୍ ନ କରି ।
ତମେ ଲକ୍ମନର୍ ବାଇରର୍ ବିସଇ ଦେକ୍ଲାସ୍ନି । କାଇକେବଇଲେ ତମର୍ ବିତ୍ରେ କେତେଲକ୍ ବୁଲ୍ ଚିନ୍ତାକରି ଆମେସେ କିରିସ୍ଟର୍ ସତ୍ ସେବାକରୁମନ୍ ବଲି ବାବ୍ଲାଇନି । ସେମନ୍ ଆରିତରେକ୍ ନିଜର୍ ବିସଇ ଚିନ୍ତାକରି ଦେକ୍ବାର୍ ଆଚେ । କାଇକେବଇଲେ ସେମନ୍ ଜେନ୍ତାରି ଆଚତ୍ ଆମେ ମିସା ସେନ୍ତାରି କିରିସ୍ଟର୍ ସତ୍ ଦାସ୍ ।
ଏ ବାଇବଇନିମନ୍ ଆମର୍ ଡାକ୍ପୁଟା ମାପ୍ରୁ ଜିସୁ କିରିସ୍ଟକେ ବିସ୍ବାସ୍ କଲାର୍ଲାଗି, ଲକ୍ମନର୍ ଅଲ୍ଗା ପିନ୍ଦାଅଡା ଦେକିକରି, ନିଜର୍ ଚଲାଚଲ୍ତି ବାଦ୍ଲାଇବାଟା ଟିକ୍ ନାଇ ।
ସେନ୍ତାର୍ ଆଲେତା ତମେ ନିଜର୍ ନିଜର୍ ବିତ୍ରେ ବଡ୍ସାନ୍ ବଲିକରି ଅଲ୍ଗା ଇସାବେ ଦେକ୍ଲାସ୍ନି । ଆରି କାରାପ୍ ଇସାବେ ମୁ ଦେକି, ବିଚାର୍ କଲାସ୍ନି ।
ମାତର୍ ତମେ ଜଦି ବଡ୍ ସାନ୍ ଦେକ୍ଲାସ୍ନି, ପାପ୍ କଲାସ୍ନି । ଆରି ସେ ରିତିନିତିର୍ ଲାଗି ଦସି ବଲାଇ ଅଇଲାସ୍ନି ।