11 ତେବେ ପରବ୍ତେଇ ଜିଉଦି ନେତାମନ୍, “ଜିସୁ କନ୍ତି ଆଚେ ?” ବଲି ପାଚାରି ପାଚାରି କଜ୍ଲାଇ ।
ଜିରୁସାଲମର୍ ଜିଉଦି ନେତାମନ୍, କେତେଟା ଦରମ୍ ଗୁରୁମନ୍କେ ଆରି ଲେବି ଦଲର୍ ଲକ୍ମନ୍କେ ଡୁବନ୍ ଦେଉ ଜଅନର୍ ଲଗେ “ତମେ କେ ?” ବଲି ପାଚାର୍ବାକେ ପାଟାଇଲାଇ ।
ସେମନ୍ ଜିସୁକେ କଜ୍ଲାଇ ଆରି ମନ୍ଦିର୍ ଟିଆଅଇଲାବେଲେ ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ସେ ପରବ୍ଟାନେ ନ ଆସେବଲି କାଇ ତମେ ବାବ୍ଲାସ୍ନି କି ?”
ତାର୍ ପଚେ ଜିସୁ ଗାଲିଲି ବାଟେ ବୁଲ୍ବାର୍ ଗାଲା । ସେ ଜିଉଦା ଦେସେ ଜିବାକେ ମନ୍ କରେନାଇ । କାଇକେ ବଇଲେ ଜିଉଦି ନେତାମନ୍ ତାକେ ମରାଇବାକେ ଚେସ୍ଟା କର୍ତେ ରଇଲାଟା, ସେ ଜାନି ରଇଲା ।
ମାତର୍ ଜିଉଦି ନେତାମନ୍କେ ଡରିକରି କେ ମିସା ଜିସୁର୍ ବିସଇ ସବୁଲକ୍ ଜାନ୍ତେ ସବୁର୍ ମୁଆଁଟେ କଅତ୍ ନାଇ ।
ତେଇ ଜିଉଦି ନେତାମନ୍ କାବାଅଇଜାଇ କରି କଇଲାଇ, “ଏ ଲକ୍ ପାଟ୍ ନ ପଡି ମିସା କେନ୍ତି ଏତ୍କି ବିସଇ ଜାନିଆଚେ ?”
ଆରି ଲକ୍ମନ୍ ତାକେ କଇଲାଇ, “ସେ କନ୍ତି ଆଚେ ?” ସେ “ମୁଇ ନାଜାନି” ବଲି କଇଲା ।