65 ଆରି ଜିସୁ କଇଲା, “ସେଟାର୍ ପାଇସେ ମୁଇ ତମ୍କେ କଇଲିନି, ଜଦି ବାବା ନ ପାଟାଇଲେ, କେ ମିସା ମର୍ ଲଗେ ଆସିନାପାରେ ।”
ଜିସୁ କଇଲା, “ସରଗ୍ ରାଇଜର୍ ଟିକି ନିକି କାତା ବୁଜ୍ବାକେ ତମେ ଗିଆନ୍ ପାଇଆଚାସ୍ । ମାତର୍ ସେମନ୍ ପାଅତ୍ ନାଇ ।
ଏନ୍ତାରି ମର୍ ବିନ୍ ମେଣ୍ଡାମନ୍ ଆଚତ୍ । ସେମନ୍ ଏ ରାସି ଟାନେ ନାଇ, ମକେ ସେମନ୍କେ ମିସା ଆନ୍ବାକେ ପଡ୍ସି । ସେମନ୍ ମୁଇ ଡାକ୍ବାଟା ସୁନ୍ବାଇ ଆରି ତେଇର୍ ଗଟେକ୍ ରାସି ଅଇ ରଇବାଇ । “
ଜଅନ୍ କଇଲା, “ପର୍ମେସର୍ ନ ଦେଲେ, କେ ମିସା କାଇଟା ନ ପାଅତ୍ ।
ମର୍ ବାବା ପର୍ମେସର୍ ଜନ୍ ଲକ୍ମନ୍କେ ମକେ ଦେଲା ଆଚେ, ସେ ଲକ୍ମନ୍ ମର୍ ଲଗେ ଆଇବାଇ । ଆରି ମର୍ ଲଗେ ଆଇବା ଲକ୍ମନ୍କେ କେବେ ମିସା ନ ବାଉଡାଇ ।
କାଇକେବଇଲେ ପର୍ମେସର୍ ତମ୍କେ କିରିସ୍ଟକେ ଅବ୍କା ବିସ୍ବାସ୍ କର୍ବା ଦାନ୍ ଦେଏନାଇ, ମାତର୍ ତାର୍ପାଇ ଦୁକ୍ କସ୍ଟ ପାଇକରି ରଇବା ଦାନ୍ ମିସା ଦେଲାଆଚେ ।
ଆମର୍ ମାପ୍ରୁ ମକେ ବେସି ଦୟା ଦେକାଇଲା । ଜେନ୍ତାରି କି, କିରିସ୍ଟ ଜିସୁର୍ ସଙ୍ଗ୍ ମିସ୍ଲାର୍ପାଇ ମୁଇ ତାକେ ବିସ୍ବାସ୍ କରି ବିନ୍ ଲକ୍ମନ୍କେ ଆଲାଦ୍ କରିପାର୍ଲି ।
ପର୍ମେସର୍ ତାର୍ ମନ୍ ବାଉଡାଇବାକେ ଦେଇସି, ସେଟା ଆସାଅଇ ତାର୍ ବିରଦେ କାତା ଅଇବା ଲକ୍ମନ୍କେ ସେ ଦରମ୍ ସଙ୍ଗ୍ ସୁଆଲ୍ କର୍ବାର୍ ଆଚେ । ସତ୍ ବିସଇ ଜାନ୍ବାକେ ସେମନ୍କେ ସାଇଜ କର ।
ଆମର୍ ଆଁକି ଜିସୁର୍ଟାନେ ସଙ୍ଗଉ । ତାକେ ଆମେ ଆରାମେ ଅନି ସାରାସାରି ଜାକ ବିସ୍ବାସ୍ କରିଆଚୁ । ଜନ୍ ସାର୍ଦା ତାର୍ ମୁଆଟେ ସଙ୍ଗଇରଇଲା, ସେ ସାର୍ଦାର୍ଲାଗି ରଇବା ଦୁକ୍କସ୍ଟ ମୁର୍ଚି କରି ରଇଲା । ଆରି ତେଇ ମର୍ବା ଲାଜର୍ ବିସଇ ମନେ ଦାରେନାଇ । ପର୍ମେସର୍ ଆଜି ଜନ୍ ଜାଗାଇ ବସ୍ଲାଆଚେ, ତାର୍ ଉଜାବାଟେ ସେ ମିସା ବସ୍ଲାଆଚେ ।