ଜଅନ୍ 6:57 - ସତିଅର୍ ବାଟ୍ ନୁଆ ନିୟମ୍ 202057 ଜିବନ୍ ରଇବା ବାବା ମକେ ପାଟାଇଆଚେ, ଆରି ତାର୍ଲାଗି ମୁଇ ବଁଚିଆଚି । ସେନ୍ତାରିସେ ଜେ ମକେ କାଇସି, ମର୍ଲାଗି ବଁଚିରଇସି । အခန်းကိုကြည့်ပါ။ |
ଏଟା ଜଦି ଲକ୍ମନର୍ ଗାଗଡ୍ ଦଇପାର୍ଲା, ସେନ୍ତାର୍ଆଲେ କିରିସ୍ଟର୍ ବନିସଙ୍ଗ୍ ଆରି କେତେକ୍ ଅଦିକ୍ କରିଅଇସି ? ନ ସାର୍ବା ଆତ୍ମାର୍ପାଇ ସେ ନିଜେ ପରମେସରର୍ ସାଇଜ ନେଇ, କାଇ ପାପ୍ଦସ୍ ନ ଅଇତେ ବିରୁ ଇସାବେ ନିଜ୍କେ ପୁରାପୁରୁନ୍ ସର୍ପି ଦେଲାଆଚେ । ତାର୍ ବନିର୍ଲାଗି ବାନିଆ ରିତିନିତି କାମେଅନି ଜିତି କରି ଆମର୍ ବିବେକ୍ ସୁକଲ୍ ଅଇସି । ଆରି ଆମେ ସତଇସେ ଜିବନ୍ ରଇଲା ପରମେସରର୍ ସେବା କର୍ବା ଅଦିକାର୍ ପାଇଆଚୁ ।