49 ତମର୍ ଆନିଦାଦିମନ୍ ମରୁବାଲିବୁଏଁ ମାନା କାଦି କାଇରଇଲାଇ, ଏଲେମିସା ସେମନ୍ ମଲାଇ ।
ଆରି ସେମନ୍ କଇଲାଇ, “ଆମର୍ ଆନିଦାଦିମନ୍ ମରୁବାଲି ବୁଏଁ ମାନା କାଦି କାଇରଇଲାଇ, ସେଟା ଆମର୍ ଦରମ୍ ସାସ୍ତର୍ ଇସାବେ ପର୍ମେସର୍ ସେମନ୍କେ ସର୍ଗେ ଅନି ଦେଇରଇଲା ।”
ଏଟାସେ ସର୍ଗେଅନି ଆସିରଇବା କାଦି । ଜନ୍ କାଦି ତମର୍ ଆନିଦାଦିମନ୍ କାଇକରି ପଚେ ମଲାଇ, ଏଟା ସେନ୍ତାରି କାଦି ନଏଁ । ଏ କାଦି ଜେ କାଇସି ସେ କାଲ୍କାଲ୍ ଜୁଗ୍ଜୁଗ୍ ବଁଚିରଇସି ।”
ଏ ସବୁ ବିସଇ ତମେ ଜାନିରଇଲେ ମିସା ମାପ୍ରୁ ଇସ୍ରାଏଲର୍ ଲକ୍ମନ୍କେ ମିସର୍ ଦେସେଅନି ମୁକ୍ଲାଇକରି ଆନ୍ଲା ବିସଇ ତମ୍କେ ଏତାଇଦେବାକେ ମୁଇ ମନ୍ କଲିନି । ମାତର୍ ପଚେ ଜେତ୍କି ଲକ୍ ବିସ୍ବାସ୍ କରତ୍ନାଇ, ସେମନ୍କେ ସବୁକେ କୁରୁପ୍ନାସ୍ କଲା ।
ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ଦିଆନ୍ ଦେଇ ସୁନା । ଜେ ଜିତ୍ସି, ସେମନ୍କେ ଲୁଚାଇକରି ସଙ୍ଗଇରଇବା ମାନା ଦେବି । ନୁଆ ନାଉଁ ଲେକିରଇବା ଗଟେକ୍ ଦବ୍ ପାକ୍ନା ମିସା ସେମନ୍କେ ଦେବି ।