46 କେ ମିସା ବାବାକେ ଦେକତ୍ନାଇ । ମୁଇ ପର୍ମେସରର୍ ତେଇଅନି ଆସିଆଚେ, ମୁଇସେ ବାବାକେ ଦେକିଆଚି ।
“ମର୍ ବାବା ମକେ ସବୁ ବିସଇ ଦାନ୍ କଲାଆଚେ । ବାବାକେ ଚାଡି କେ ମିସା ତାର୍ ପିଲା, ମକେ ନାଜାନତ୍ । ଆରି ତାର୍ ପିଲା, ମକେ ଚାଡି କେ ମିସା ବାବାକେ ନାଜାନତ୍ । ତାର୍ ପିଲା ମୁଇ, ଜନ୍ ଲକ୍ମନର୍ ଲଗେ ବାବାକେ ଦେକାଇବି, ସେମନ୍ସେ ବାବାକେ ଚିନି ପାରତ୍ ।
ମର୍ ବାବାର୍ ସବୁ ବିସଇ ମକେ ସର୍ପି ଅଇଲାଆଚେ, ଆରି ପଅ କେ, ଏଟା ବାବାକେ ଚାଡି ଆରି କେ ନାଜାନତ୍, ଆରି ବାବା କେ, ଏଟା ପଅକେ ଚାଡି କେ ନାଜାନତ୍ । ପଅ ଜାର୍ଲଗେ ମର୍ ବାବାକେ ଜାନାଇବି ବଲି ମନ୍କରିରଇସି, ସେସେ ଜାନିରଇସି ।”
କେ ମିସା କେବେ ପର୍ମେସର୍କେ ଦେକତ୍ନାଇ । ମାତର୍ ତାର୍ ଗଟେକ୍ ବଲି ପିଲା ଜେ କି ପର୍ମେସରର୍ ସମାନ୍ ଆଚେ ଆରି ତାର୍ କଲେ ଆଚେ, ସେ ଆକା ଆମ୍କେ ତାର୍ ବିସଇ ଜାନାଇ ଦେଲା ଆଚେ ।”
ସେ କଇଲା, “ଜଦି ତମେ ମକେ ଜାନିରଇତାସ୍ ବଇଲେ, ମର୍ ବାବାକେ ମିସା ଜାନ୍ତାସ୍ । ଏବେ ମିସା ତମେ ତାକେ ଜାନ୍ଲାସ୍ନି ଆରି ଦେକ୍ଲାସ୍ନି ।”
ଜଦି ମୁଇ ତାକର୍ ବିତ୍ରେ କାବା ଅଇଜିବା କାମ୍ ନ କରି ରଇଲେ, ସେମନ୍ ପାପି ବଲି ଦସି ନ ଅଇତାଇ । ମାତର୍ ସେମନ୍ ମୁଇ କଲା କାବାଅଇଜିବା କାମ୍ମନ୍ ଦେକ୍ଲାଇ ଆଚତ୍ । ଏନ୍ତି ବଇଲେ ମିସା ସେମନ୍ ମକେ ଆରି ମର୍ ବାବା ପର୍ମେସର୍କେ ଗିନ୍ କଲାଇ ଆଚତ୍ ।
ଆରି ମକେ ପାଟାଇଲା ବାବା ପର୍ମେସର୍ ମିସା ମର୍ ବିସଇ ସାକି ଦେଲାନି । ତମେ କେବେ ମିସା ତାର୍ କଁଟ୍ ସୁନାସ୍ ନାଇ, କି ସେ କେନ୍ତାଟା ଦେକାସ୍ ନାଇ ।
ମାତର୍ ମୁଇ ତାକେ ଜାନି ଆଚି । କାଇକେ ବଇଲେ ମୁଇ ତାର୍ତେଇଅନି ଆଇଲି ଆଚି ଆରି ସେ ମକେ ପାଟାଇଲା ଆଚେ ।”
ଲକ୍ମନ୍ ଜିସୁକେ ପାଚାର୍ଲାଇ “ତର୍ ବାବା କନ୍ତି ଆଚେ ?” ଜିସୁ ସେମନ୍କେ କଇଲା, “ତମେ ମକେ ନାଜାନାସ୍ ଆରି ମର୍ ବାବାକେ ମିସା ନାଜାନାସ୍ । ତମେ ଜଦି ମକେ ଜାନିରଇତାସ୍ ବଇଲେ ମର୍ ବାବାକେ ମିସା ଜାନ୍ତାସ୍ ।”
ତମେ ତାକେ ନାଜାନାସ୍, ମାତର୍ ମୁଇ ଜାନି । ଜଦି ମୁଇ ତାକେ ନାଜାନି ବଲି କଇବି, ସେନ୍ତାର୍ଆଲେ ମୁଇ ମିସା ତମର୍ପାରା ମିଚ୍ କଇବା ଲକ୍ ଅଇବି । ମାତର୍ ମୁଇ ତାକେ ଜାନିଆଚି ଆରି, ତାର୍ କାତା ମାନ୍ଲିନି ।
କିରିସ୍ଟ ନ ଡିସ୍ବା ପର୍ମେସରର୍ ସମାନ୍ ବାନିମୁର୍ତି ଆଚେ । ତିଆର୍ କରିରଇବା ସବୁର୍ ଉପ୍ରେ, ପର୍ତୁମ୍ ଜନମ୍ ଅଇଲା ପଅ ଇସାବେ, ତାର୍ ଅଦିକାର୍ ଆଚେ ।
ସେ କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚ୍ସି ଆରି ତାର୍ ଚାରିବେଟ୍ତି ରଇବା ଉଜ୍ଲେ କେ ଆସିନାପାରତ୍ । ବଁଚି ରଇବା କେ ମିସା ତାକେ ଦେକତ୍ ନାଇ ଆରି କେବେ ମିସା ଦେକିନାପାରତ୍ । ଲକ୍ମନ୍ ତାକେ ଡାକ୍ପୁଟା କର୍ବାଇ ଆରି ତାର୍ଟାନେ ସବୁବେଲେ ବେସି ବପୁ ରଇସି । ଆମେନ୍ ।
କେ ମିସା ପର୍ମେସର୍କେ ଦେକତ୍ ନାଇତା । ମାତର୍ ଆମେ ଜଦି ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କଲେ, ପର୍ମେସର୍ ଆମର୍ ସଙ୍ଗ୍ ମିସିଆଚେ । ସେ ଆମର୍ଟାନେ ତାର୍ ଆଲାଦ୍ ସିଦ୍ କର୍ସି ।