ଜଅନ୍ 6:44 - ସତିଅର୍ ବାଟ୍ ନୁଆ ନିୟମ୍ 202044 ମକେ ପାଟାଇରଇବା ପର୍ମେସର୍ ମର୍ ଲଗେ ଡାକି ନ ଆନ୍ଲେ, କେ ମିସା ମର୍ ଲଗେ ଆସିନାପାରତ୍ । ଆରି ଜେ ଜେ ଆଇବାଇ, ସେମନ୍କେ ମୁଇ ସାରାସାରି ଦିନେ ମଲାଟାନେଅନି ଜିବନ୍ କରି ଉଟାଇବି । အခန်းကိုကြည့်ပါ။ |
ତମେ ଜେଡେବେଲେ ଡୁବନ୍ ନେବାକେ ପାନିଟାନେ ବୁଡ୍ଲାସ୍, ସେଟା ତମର୍ ପାପର୍ ଗୁନ୍ଚଲନ୍ କିରିସ୍ଟର୍ ସଙ୍ଗ୍ ମରିକରି ତପିଅଇଲାପାରା ଅଇରଇଲାସ୍ । ପାନିବିତ୍ରେଅନି ବାରଇଲାଟା ନୁଆ ଗୁନ୍ଚଲନ୍ ଦାରି କିରିସ୍ଟର୍ ସଙ୍ଗ୍ ଆରି ତରେକ୍ ଉଟ୍ଲାପାରା ଅଇଲା । ପର୍ମେସର୍ ତାର୍ ବପୁସଙ୍ଗ୍ ମଲାତେଇଅନି ଜିବନ୍କରି କିରିସ୍ଟକେ ଉଟାଇଲା ବଲି ତମେ ବିସ୍ବାସ୍ କଲାର୍ପାଇ ଏଟା ତମ୍କେ ଗଟ୍ଲା ।