3 ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଗଟେକ୍ ଡଙ୍ଗର୍ ଉପ୍ରେ ଜାଇ ବସ୍ଲା ।
ସେ ଏକ୍ଲାସେ ପାର୍ତନା କର୍ବାକେ ଗଟେକ୍ ଡଙ୍ଗର୍ ଉପ୍ରେ ଗାଲା ଆରି ସଞ୍ଜ୍ ଅଇବା ଜାକ ଜିସୁ ଗଟେକ୍ ଲକ୍ସେ ତେଇ ରଇଲା ।
ଜିସୁ ତେଇଅନି ବାରଇ ଗାଡ୍ କଣ୍ଡି କଣ୍ଡି ଜାଇ ଗଟେକ୍ ଡଙ୍ଗର୍ ଉପ୍ରେ ବସ୍ଲା ।
ଜିସୁ ଜବର୍ ଲକ୍ମନ୍ ତାର୍ଟାନେ ଆଇବାଟା ଦେକି ଡଙ୍ଗର୍ ଉପ୍ରେ ଜାଇ ବସ୍ଲା । ସିସ୍ମନ୍ ତାକେ ଚାରିବେଡ୍ତି ଗେରି ରଇଲାଇ ।
ଜିସୁ ପର୍ବତ୍ ଉପ୍ରେ ଜାଇ, ଜନ୍ ଲକ୍ମନ୍କେ ସେ ମନ୍ କଲା, ସେମନ୍କେ ଲଗେ ଡାକ୍ଲା, ଆରି ସେମନ୍ ତାର୍ ଲଗେ ଆଇଲାଇ ।
ଜିସୁ ଏ ସବୁ କଇ ପାକାପାକି ଆଟ୍ଦିନ୍ ଗାଲାପଚେ, ଜଅନ୍, ପିତର୍ ଆରି ଜାକୁବର୍ ସଙ୍ଗ୍ ପାର୍ତନା କର୍ବାକେ ପର୍ବତ୍ ଉପ୍ରେ ଗାଲା ।
ସେଦାପ୍ରେସେ ଲକ୍ମନ୍ ଜିସୁକେ ରାଜା କରାଇବାକେ ତିଆର୍ ଅଇବାଟା ଜାନି, ତେଇଅନି ସେ ଗଟେକ୍ ଲକ୍ ଡଙ୍ଗର୍ ଉପ୍ରେ ଉଟିଗାଲା ।