29 ଜିସୁ ସେମନ୍କେ କଇଲା, “ଜାକେ ପର୍ମେସର୍ ପାଟାଇଲା ଆଚେ, ତାକେ ତମେ ବିସ୍ବାସ୍ କଲେ ସେଟା କରିପାରାସ୍ ।”
ପିତର୍ ଏଟା କଇବାବେଲେ ଏଦେ ଦେକା ! କଣ୍ଡେକ୍ ବାଦଲ୍ ଉଜଲ୍ ଅଇ ସେମନର୍ ଉପ୍ରେ ଉଡି ଆଇଲା ଆରି ତେଇଅନି ଗଟେକ୍ ସର୍ ଆଇଲା “ଏ ମର୍ ଆଲାଦର୍ ପଅ, ଆର୍ ଲଗେ ମୁଇ ବେସି ସାର୍ଦା । ତାର୍ କାତା ମନ୍ ଦେଇ ସୁନା ।”
ଜେ ଜେ ଏ ନିମାନ୍ କାତା ବିସ୍ବାସ୍ କରି ଡୁବନ୍ ନେବାଇ, ସେମନ୍ ପାପେଅନି ରକିଆ ପାଇବାଇ, ମାତର୍ ଜେ ଜେ ଏ ନିମାନ୍ କାତା ବିସ୍ବାସ୍ ନ କରତ୍, ପର୍ମେସର୍ ସେମନ୍କେ ଡଣ୍ଡ୍ ଦେଇସି ।
ଆରି କେ ପର୍ମେସରର୍ ପିଲାକେ ବିସ୍ବାସ୍ କର୍ସି, ସେ ନ ସାର୍ବା ଜିବନ୍ ପାଇସି । ମାତର୍ ଜେ ପର୍ମେସରର୍ ପିଲାକେ ନାମେ ନାଇ, ସେ ନ ସାର୍ବା ଜିବନ୍ ନ ପାଏ । ଆରି ପର୍ମେସରର୍ ଡଣ୍ଡ୍ ପାଇବାକେ ସେ ରଇସି । ”
ତମେ ଜତନ୍ସଙ୍ଗ୍ ସାସ୍ତର୍ମନ୍ ପଡି କଜ୍ଲାସ୍ନି । ତେଇଅନି ନ ସାର୍ବା ଜିବନ୍ ପାଇଅଇସି ବଲି ସେ ସବୁ ପଡ୍ଲାସ୍ନି । ସେ ସବୁ ସାସ୍ତର୍ ମର୍ ବିସଇସେ ସାକି ଦେଲାନି ।
ସେବେଲେ ଲକ୍ମନ୍ ଜିସୁକେ ପାଚାର୍ଲାଇ, “ଜନ୍ଟା ପର୍ମେସର୍ ମନ୍ କଲାନି, ସେଟା ଆମେ କର୍ବାର୍ ଆଲେ କାଇଟା କର୍ବାର୍ ଆଚେ ?”
କାଇକେବଇଲେ ମୁଇ ନିଜେ ମନ୍ କଲାଟା ପୁରାପୁରୁନ୍ କର୍ବାକେ ଆସି ନାଇ, ମାତର୍ ମକେ ପାଟାଇରଇବା ପର୍ମେସରର୍ ମନ୍କଲାଟା ପୁରାପୁରୁନ୍ କର୍ବାକେ ସର୍ଗେଅନି ଆସିଆଚି ।
ଜିବନ୍ ରଇବା ବାବା ମକେ ପାଟାଇଆଚେ, ଆରି ତାର୍ଲାଗି ମୁଇ ବଁଚିଆଚି । ସେନ୍ତାରିସେ ଜେ ମକେ କାଇସି, ମର୍ଲାଗି ବଁଚିରଇସି ।
ସେମନ୍ କଇଲାଇ, “ମାପ୍ରୁ ଜିସୁକେ ବିସ୍ବାସ୍ କଲେ, ତୁଇ ଆରି ତମର୍ କୁଟୁମର୍ ସବୁ, ମୁକ୍ତି ପାଇସା ।”
ତମେ ବିସ୍ବାସ୍ କରି କେନ୍ତି ଚଲାଚଲ୍ତି କଲାସ୍ନି ଆରି ତମର୍ ତମର୍ ବିତ୍ରେ ରଇବା ଆଲାଦର୍ ଲାଗି, ମିସିବିଡି କେନ୍ତି ସାଇଜ କରାକରି ଅଇଲାସ୍ନି ଆରି ମାପ୍ରୁ ଜିସୁ କିରିସ୍ଟ ଟାନେ ତମର୍ ବିସ୍ବାସ୍ କେନ୍ତି ଡାଟ୍ ଅଇଆଚାସ୍ ।
ସେ ପର୍ମେସରର୍ କାତା ମାନ୍ଲାକେ ପୁରାପୁରୁନ୍ ସିଦ୍ ଅଇଲା । ତାକେ ବିସ୍ବାସ୍ କର୍ବା ଲକ୍ମନ୍କେ କେବେ ନ ସାର୍ବା ମୁକ୍ତି ଦେବା ଲକ୍ ଅଇଲା ।
ତମେ ଦେକ୍ଲାସ୍ନିଜେ, ତାର୍ ବିସ୍ବାସ୍ ଆରି କରମ୍ ମିସିକରି ରଇଲା । ସେ କରିରଇବା କରମର୍ ଲାଗି ବିସ୍ବାସ୍ ସିଦ୍ ଅଇଲା ।
ଆରି ଏଟା ଅଇଲାନି ତାର୍ ଆଦେସ୍ । ତାର୍ ପଅ ଜିସୁକିରିସ୍ଟକେ ବିସ୍ବାସ୍ କର୍ବାର୍ ଆରି ଜିସୁ ତିଆର୍ଲାପାରା ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କର୍ବାର୍ ।
ଜେ କି ଜିସୁକେ ମସିଅ ବଲି ବିସ୍ବାସ୍ କର୍ସି, ସେ ପର୍ମେସରର୍ ପିଲା । ଆରି ଜେ କି ବାବାକେ ଆଲାଦ୍ କର୍ସି, ସେ ତାର୍ ପିଲାକେ ମିସା ଆଲାଦ୍ କର୍ସି ।
ଜେତ୍କି ଲକ୍ ଜିତିକରି ସାରାସାରି ଜାକ ରଇବାଇ, ମୁଇ ମର୍ ବାବାର୍ଟାନେଅନି ପାଇରଇବା ସମାନ୍ ଅଦିକାର୍ ସେମନ୍କେ ଦେବି ।