25 ଲକ୍ମନ୍ ଜିସୁକେ ଗାଡ୍ ସେପାଟେ ବେଟ୍ଅଇକରି ପାଚାର୍ଲାଇ, “ଏ ଗୁରୁ ତମେ ଇତି କେଡେବଲ୍ ଆସି କେଟ୍ଲାସ୍ ?”
ଜିସୁ ଆରି ତାର୍ ସିସ୍ମନ୍ ଗାଡ୍ଲଙ୍ଗିକରି ଗିନେସରତ୍ ଜାଗାଇ କେଟ୍ଲାଇ ।
ଆଟେ ବାଟେ ଆରି ଦୁକାନେ ଲକ୍ମନ୍ ସେମନ୍କେ ମାନିକରି ଜୁଆର୍ କରତ୍ ଆରି ‘ଗୁରୁ’ ବଲି ଡାକତ୍, ଏନ୍ତାରି ସେମନ୍ ମନ୍ କର୍ବାଇ ।
ମାତର୍ ତମ୍କେ କେ ଗୁରୁ ବଲି ଡାକ୍ବାର୍ ଦର୍କାର୍ ନାଇ । କାଇକେ ବଇଲେ ସବୁ ଲକ୍ ନିଜର୍ ନିଜର୍ ବିତ୍ରେ ବାଇ, ଆରି ତମର୍ ଗୁରୁ ଗଟେକ୍ ସେ ।
ଜିସୁ ଆରି ତାର୍ ସିସ୍ମନ୍ ଗାଡ୍ ଲଙ୍ଗି ଗିନେସରତ୍ ବାଟେ ଜାଇକରି କେଟ୍ଲାଇ ଆରି ଗାଡ୍ପାଲି ଡଙ୍ଗା ବାନ୍ଦ୍ଲାଇ ।
ଏତ୍କି ବିତ୍ରେ ସିସ୍ମନ୍ ଜିସୁକେ “ଏ ଗୁରୁ କାଇଟା ଆଲେ ଅଲପ୍ କାଆ ।” ବଲି ବାବୁଜିଆ କଲାଇ ।