20 ମାତର୍ ଜିସୁ ସେମନ୍କେ କଇଲା, “ଡରାନାଇ, ଏଟା ମୁଇସେ ।”
ମାତର୍ ସେ ଲକ୍ ସେମନ୍କେ କଇଲା, “ଡରାନାଇ, ତମେ କୁର୍ସେ ମଲା ନାଜରିତ୍ ଗଡର୍ ଜିସୁ କିରିସ୍ଟକେ କଜ୍ଲାସ୍ନି କି ? ସେ ଇତି ନାଇନି, ଏବେ ମଲାଟାନେଅନି ଉଟ୍ଲା ଆଚେ । ତାର୍ ମଡ୍ ସଙ୍ଗଇଲା ଜାଗା ଦେକା ।” ବଲି କଇଲା ।
କାଇକେବଇଲେ ସବୁଲକ୍ ତାକେ ଦେକି କିଲ୍ବିଲ୍ ଅଇଜାଇତେ ରଇଲାଇ । ସେଦାପ୍ରେ ଜିସୁ ସେମନର୍ ସଙ୍ଗ୍ କାତା ବାର୍ତା ଅଇ ସେମନ୍କେ କଇଲା, “ଡରାନାଇ ସାଆସ୍ ଦାରା, ଏଟାତା ମୁଇ ।”
ସେମନ୍ ଚଟୁ ଗାଟି ଗାଟି ପାଁଚ୍ କି ଚଅ କିଲମିଟର୍ ଗାଲା ପଚେ, ଜିସୁ ପାନି ଉପ୍ରେ ଇଣ୍ଡି ଇଣ୍ଡି ଡଙ୍ଗା ଲଗେ ଆଇବାଟା ଦେକିକରି ସେମନ୍ ବେସି ଡରିଗାଲାଇ ।
ଜିସୁ ଏ କାତା କଇଲା ପଚେ, ସିସ୍ମନ୍ ତାକେ ବେସି ସାର୍ଦା ସଙ୍ଗ୍ ଡଙ୍ଗାଇ ଚଗାଇଲାଇ । ଆରି ସେମନ୍ ଜନ୍ ଜାଗାଇ ଜାଇତେରଇଲାଇ, ସେ ଜାଗାଇ ଦାପ୍ରେ ଜାଇ କେଟ୍ଲାଇ ।