17 ସିସ୍ମନ୍ ଡଙ୍ଗାଇ ବସି ଗାଡ୍ ସେପାଟେ ରଇଲା କପର୍ନାଉମ୍ ଜାଗାଇ ବାଉଡ୍ବାର୍ ଦାର୍ଲାଇ । ସେଡ୍କିବେଲେ ଆନ୍ଦାର୍ ଅଇ ଆଇତେ ରଇଲା । ମାତର୍ ସେ ବେଲା ଜାକ ଜିସୁ ତାକର୍ ଲଗେ ଆସି ନ ରଇଲା ।
ସେଦାପ୍ରେ ଜିସୁ ନିଜର୍ ସିସ୍ମନ୍କେ ଡଙ୍ଗାଇ ବସି ଗାଡ୍ ସେପାଟର୍ ବେତ୍ସାଇଦାଇ ତାର୍ ଆଗ୍ତୁ ଜିବାକେ କଇଲା, ଆରି ତେଇ ରଇଲା ଲକ୍ମନ୍କେ ନିଜର୍ ନିଜର୍ ଗର୍ମନ୍କେ ପାଟାଇ ଦେଲା ।
ତାର୍ ପଚେ ଜିସୁ, ତାର୍ ମାଆ ତାର୍ ବାଇମନ୍ ଆରି ତାର୍ ସିସ୍ମନର୍ ସଙ୍ଗ୍ କପର୍ନାଉମ୍ ଗଡେ ଜାଇ ତେଇ କେତେ ଦିନ୍ ପାରା ରଇଲାଇ ।
ଜିସୁ ଗାଲିଲିର୍ କାନା ନାଉଁର୍ ଗଡେ ଆରି ତରେକ୍ ଗାଲା । ସେ ଗଡେସେ ପାନି ଅଙ୍ଗୁର୍ ରସ୍ କରିରଇଲା । ତେଇ ରମିଅ ସାସନ୍କାରିଆର୍ ଗଟେକ୍ ମୁକିଅ ଲକର୍ ପଅ କପର୍ନାଉମେ ଜର୍ ଅଇରଇଲା ।
ଆରି ତେଇ ବେସି ବାଉ ପବନ୍ ଅଇବାର୍ ଦାର୍ଲାଜେ ଗାଡେ ବେସି ବଡ୍ ବଡ୍ ଲଅଡି ଅଇତେ ରଇଲା ।
ଜିସୁ କପର୍ନାଉମେ ଜିଉଦିମନର୍ ପାର୍ତନା ଗରେ ସିକିଆ ଦେବାବେଲେ ଏ ସବୁ କାତା କଇରଇଲା ।