41 “ମୁଇ ମୁନୁସ୍ ଲକ୍ମନର୍ ଟାନେଅନି ଡାକ୍ପୁଟା କଜି ନାଇ ।
ସେମନ୍ ପର୍ମେସର୍କେ ମାନାଇବା ଟାନେଅନି ଲକ୍ମନ୍କେ ମାନାଇବାଟା ଅଦିକ୍ ନିକ ବଲି ବାବ୍ତେରଇଲାଇ ।
ମର୍ ବିସଇ କେ ମିସା ସାକି ଦେଅତ୍ ବଲି ମୁଇ ମନ୍ କରିନାଇ । ଜେନ୍ତିକି ତମେ ପାପେଅନି ରକିଆ ପାଇସା ସେଟାର୍ ପାଇ ମୁଇ ଏ ସବୁ କଇଲିନି ।
ଏଲେମିସା ତମେ ନ ସାର୍ବା ଜିବନ୍ ପାଇବାକେ ମର୍ ଲଗେ ଆଇବାକେ ନିଚ୍ଲାସ୍ନି ।
ମୁଇ ଜାନି, ତମେ କେନ୍ତି ରକାମର୍ ଲକ୍, ତମର୍ ମନ୍ ବିତ୍ରେ ପର୍ମେସର୍କେ ଆଲାଦ୍ କର୍ବାଟା ନାଇ ।
ତମେ ନିଜର୍ ନିଜର୍ ବିତ୍ରେ ସନ୍ମାନ୍ ପାଇବାକେ ମନ୍କଲାସ୍ନି । ମାତର୍ ପର୍ମେସରର୍ ଆଲାଦ୍ ପାଇବାକେ ମନ୍ କରାସ୍ ନାଇ । ସେନ୍ତି ବଇଲେ ତମେ କେନ୍ତି ମକେ ବିସ୍ବାସ୍ କରିପାରାସ୍ ?
ସେଦାପ୍ରେସେ ଲକ୍ମନ୍ ଜିସୁକେ ରାଜା କରାଇବାକେ ତିଆର୍ ଅଇବାଟା ଜାନି, ତେଇଅନି ସେ ଗଟେକ୍ ଲକ୍ ଡଙ୍ଗର୍ ଉପ୍ରେ ଉଟିଗାଲା ।
ଜନ୍ ଲକ୍ ନିଜର୍ ଅଦିକାରେଅନି କାତା କଇସି ସେ ନିଜେ ମଇମା ପାଇ ଅଇବାକେ କଇସି । ମାତର୍ ଜନ୍ଲକ୍ ମକେ ପାଟାଇଲା ଲକ୍ ସନ୍ମାନ୍ ପାଅ ବଲି ମନ୍ କର୍ସି ବଇଲେ, ସେ ମିଚ୍ ନ କଇ ସତ୍ କାତା କଇସି । ଆରି ତାର୍ଟାନେ କାଇ ବୁଲ୍ ବିସଇ ନ ରଏ ।
ମୁଇ ନିଜେ ଡାକ୍ପୁଟା ପାଇବାକେ ଚେସ୍ଟା କରିନାଇ । ମାତର୍ ଆରି ଗଟେକ୍ ଲକ୍ ମକେ ଡାକ୍ପୁଟା କରାଇବାକେ ମନ୍ କଲାନି । ସେ ଟିକ୍ ବାବେ ବିଚାର୍ କର୍ବା ମାପ୍ରୁ ।
ଜିସୁ ସେମନ୍କେ କଇଲା, “ମୁଇ ଜଦି ନିଜ୍କେ ଡାକ୍ପୁଟା କର୍ବି ବଲି ଚେସ୍ଟା କର୍ତି ବଇଲେ, ସେ ଡାକ୍ପୁଟାର୍ କାଇ ମୁଲିଅ ନାଇ । ମର୍ ବାବା ଜାକେ କି ତମେ ତମର୍ ପର୍ମେସର୍ ବଲି କଇଲାସ୍ନି, ସେ ସେ ମକେ ଡାକ୍ପୁଟା କରାଇଲାନି ।
ଆମେ କାର୍ଲଗେ ଅନି ସନ୍ମାନ୍ ପାଇବୁ ବଲି ଚେସ୍ଟା କରି ନ ରଇଲୁ । ତମର୍ଟାନେ ଅନି କି ବିନ୍ ଲକର୍ ଟାନେଅନି ମିସା ନାଇ ।
ସେନ୍ତାରି ଚଲାଚଲ୍ତି କର୍ବାକେ ପର୍ମେସର୍ ତମ୍କେ ଡାକ୍ଲାଆଚେ । କିରିସ୍ଟ ତମର୍ପାଇ ଦୁକ୍କସ୍ଟ ମୁର୍ଚି କରି, ତମେ ଚଲାଚଲ୍ତି କର୍ବାଟା ଦେକାଇଆଚେ ।
ଆମେ ନିଜେ ଆଁକିସଙ୍ଗ୍ ତାର୍ ମଇମା ଦେକ୍ଲୁ । ବାବା ପର୍ମେସର୍ ତାକେ ଡାକ୍ପୁଟା କରି ମଇମା ଦେଲାବେଲେ ଆମେ ତେଇ ରଇଲୁ । ସେ ନିଜେ ସବୁର୍ଟାନେଅନି ମଇମାର୍ ପର୍ମେସର୍ କଇରଇଲା “ଏଟା ମର୍ ଆଲାଦର୍ ପ, ତାର୍ଟାନେ ମୁଇ ବେସି ସାର୍ଦା ।”