ଜଅନ୍ 5:30 - ସତିଅର୍ ବାଟ୍ ନୁଆ ନିୟମ୍ 202030 ମୁଇ ମର୍ ନିଜର୍ ଅଦିକାରେ କାଇଟା ମିସା କରିନାଇ, ବାବା ମକେ କେନ୍ତି କଇଲା ଆଚେ, ସେନ୍ତିସେ ବିଚାର୍ କର୍ବି । ଆରି ମୁଇ କର୍ବାଟା ଟିକ୍ସେ । କାଇକେବଇଲେ ମୁଇ ନିଜେ ମନ୍କଲାଟା ପୁରାପୁରୁନ୍ କର୍ବାକେ ନାଇ, ମାତର୍ ମକେ ପାଟାଇଲା ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କଲିନି । အခန်းကိုကြည့်ပါ။ |